କିଶୋରୀଚରଣ ଦାସ ସଂକଳନ
କିଶୋରୀଚରଣ ଦାସ (୧୯୨୪-୨୦୦୪) ଓଡ଼ିଆ ସାହିତ୍ୟର ଜଣେ ଜଣାଶୁଣା ନାଁ। ଦୀର୍ଘ ଛ ଦଶନ୍ଧି ଧରି ସେ ଲେଖୁଥିଲେ ଏବଂ ୨୧୯ଟି କ୍ଷୁଦ୍ରଗଳ୍ପ ଲେଖିଛନ୍ତି। ଏଗୁଡ଼ିକ ୨୦ଟି ସଂକଳନରେ ପ୍ରକାଶ ପାଇଛି। ଏହାଛଡ଼ା ଉପନ୍ୟାସ, କବିତା, ପ୍ରବନ୍ଧ, ଆତ୍ମଚରିତ ମଧ୍ୟ ସେ ରଚନା କରିଥିଲେ। ତାଙ୍କର ଅନେକ ଗପ ଭାରତର ଅନ୍ୟ ଭାଷା ତଥା ବିଦେଶୀ ଭାଷାକୁ ଅନୁବାଦ କରାଯାଇଛି। ତାଙ୍କ ଚରିତ୍ରମାନେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀୟ। ସରଳ ଭାଷା ଓ ଅନୁଭୂତିର ଗଭୀରତା, ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ତାଙ୍କ ଲେଖାର ବିଶେଷତ୍ୱ। ତାଙ୍କର ମୋଟ ୧୯ଟି ଗଳ୍ପ, ୭ଟି ଉପନ୍ୟାସ, ୨ଟି କବିତା, ୬ଟି ଆଲୋଚନା ପ୍ରବନ୍ଧ, ୨ଟି ଅନୁବାଦ ଗ୍ରନ୍ଥ ପ୍ରକାଶିତ ହୋଇଛି। ତେବେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତିରିଶ ବର୍ଷର ଗଳ୍ପ ଓ ଆଳାପ। ଚାରିଖଣ୍ଡରେ ଏହା ପ୍ରକାଶିତ, ଶେଷଖଣ୍ଡଟି ଅପହୃତ ଓ ଅପ୍ରକାଶିତ।
କିଶୋରୀଚରଣଙ୍କ ଜନ୍ମ ୧୯୨୪ ମସିହା ମାର୍ଚ୍ଚ ମାସ ୧ ତାରିଖ ଦିନ। ବାପା ଥିଲେ ଆଇନଜ୍ଞ ବିପ୍ରଚରଣ ଦାସ ଏବଂ ମା’ ସୀତାମଣି ଦେବୀ। ଘରେ ବାଲ୍ୟଶିକ୍ଷାରୁ ଆରମ୍ଭ କରି ସେ ଭଦ୍ରକ ଓ କେନ୍ଦ୍ରାପଡ଼ା ସ୍କୁଲ, ରେଭେନ୍ସା କଲେଜ, ପାଟଣା ବିଶ୍ୱବିଦ୍ୟାଳୟ ଆଦି ଦେଇ ଶିକ୍ଷା ଶେଷ କରିଥିଲେ। ଆଇନ ପାଠ ପରେ ସେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସରକାରୀ କାମରେ ସେ ଅନେକ ସମୟ ବିଦେଶରେ କଟାଇଥିଲେ। ଚାକିରିର ବ୍ୟସ୍ତତା ଭିତରେ ବି ତାଙ୍କର ଲେଖନୀ ଚାଲିଥିଲା।
କିଶୋରୀଚରଣ ଥିଲେ ପ୍ରେମମୟ, ସମ୍ବେଦନଶୀଳ ଓ ସୌନ୍ଦର୍ଯ୍ୟର ପୂଜାରୀ। ଭାରତୀୟ ସଂସ୍କୃତି, ପରମ୍ପରା ତଥା ଆଧୁନିକ ଭାବନାର ଗଭୀର ସମର୍ଥକ ଓ ବିଶ୍ୱାସୀ। ତାଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ ଶେଷ କରି ସେ ମୁଦ୍ରଣ ପାଇଁ ଦେଇ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ। କିନ୍ତୁ ବହିଟିର ମୁଦ୍ରିତ ରୂପ ଦେଖିବା ପାଇଁ ସେ ଆଉ ରହିଲେ ନାହିଁ। ଶେଷରେ ସେ ୨୦୦୪ ମସିହା ଅଗଷ୍ଟ ୧୭ ତାରିଖ ଦିନ ତାଙ୍କର ଦେହାନ୍ତ ଘଟିଲା।
ତଳ ସୂଚୀ ସାହାଯ୍ୟରେ କିଶୋରୀଚରଣଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର/ବହି ନାଁ ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।
କିଶୋରୀଚରଣ ସର୍ଜନା ସୂଚୀ | |||||
ଗଳ୍ପ | Short Stories | ||||
ଭଙ୍ଗା ଖେଳନା (୧୯୬୧) Bhanga Khelana (1961) Preview Download |
ଲକ୍ଷ ବିହଙ୍ଗ (୧୯୬୮) Lakhya Bihanga (1968) (ବହି ମିଳିନାହିଁ) |
ଘର ବାହୁଡ଼ା (୧୯୬୮) Ghara Bahuda (1968) Preview Download |
ଠାକୁର ଘର (୧୯୭୫) Thakura Ghara (1975) Preview Download |
ନାଲି ଗୁଲୁଗୁଲୁ ସାଧବବୋହୁ (୧୯୭୮) Nali Gulugulu Sadhaba Bohu (1978) Preview Download |
|
ଗମନ (୧୯୮୦) Gamana (1980) Preview Download |
ଖେଳର ନାମ ରଙ୍ଗ (୧୯୮୨) Khelara Nama Ranga (1982) Preview Download |
ଭିନ୍ନ ପାଉଁଶ (୧୯୮୪) Bhinna Paunsa (1984) Preview Download |
ଡେଥ୍ ଅଫ୍ ଆନ୍ ଇଣ୍ଡିଆନ୍ (୧୯୮୪) Death of An Indian (1984) Preview Download |
ୱାଇଲ୍ଡ୍ ପିକକ୍ ଆଣ୍ଡ୍ ଅଦର୍ ଷ୍ଟୋରିଜ୍ (୧୯୮୫) Wild Peacock And Other Stories (1985) Preview Download |
|
ଶୀତ ଲହରୀ (୧୯୮୬) Sita Lahari (1986) Preview Download |
ତ୍ରୟୋବିଂଶ ମୃତ୍ୟୁ (୧୯୮୭) Trayobinsa Mrutyu (1987) Preview Download |
ଲେଉଟାଣି (୧୯୮୯) Leutani (1989) Preview Download |
ନିଜସଞ୍ଜ (୧୯୯୨) Nijasanja (1992) Preview Download |
ପ୍ରେୟାର୍ ରୁମ୍ ଆଣ୍ଡ୍ ଅଦର୍ ଷ୍ଟୋରିଜ୍ (୧୯୯୩) Prayer Room And Other Stories (1993) Preview Download |
|
ମିଡ୍ନାଇଟ୍ ମୁନ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୯୩) Midnight Moon And Other Stories (1993) Preview Download |
ଧବଳ ଆକାଶ (୧୯୯୪) Dhabala Akasa (1994) Preview Download |
ଥରୁଟିଏ (୧୯୯୭) Tharutie (1997) Preview Download |
ତରଙ୍ଗ (୧୯୯୭) Taranga (1997) Preview Download |
ଶେଷ ଗଳ୍ପ (୨୦୦୦) Sesa Galpa (2000) Preview Download |
|
ଦି ଜର୍ଣ୍ଣି (୨୦୦୦) The Journey (2000) Preview Download |
ପରଦା ତଳେ ଏବଂ ଅନ୍ୟାନ୍ୟ ଗଳ୍ପ (୨୦୦୨) Parada Tale and Other Stories (2002) Preview Download |
ଶାନ୍ତ ଅପରାହ୍ନ (୨୦୦୩) Santa Aparahna (2003) Preview Download |
ନିଆଁ (୨୦୦୪) Nian (2004) Preview Download |
ଇନର୍ ଭଏସ୍ ଏବଂ ଅନ୍ୟାନ୍ୟ ଗଳ୍ପ (୨୦୦୦) Inner Voice and Other Stories (2000) Preview Download |
|
ଉପନ୍ୟାସ | Novels | ||||
ସାତୋଟି ଦିନର ସତୀ (୧୯୯୩) Satoti Dinara Sati (1993) Preview Download |
ସକଳ ସନ୍ତାନ (୧୯୯୫) Sakala Santana (1995) Preview Download |
ନେତା ଓ ନେତ୍ରମଣି (୧୯୯୬) Neta O Netramani (1996) Preview Download |
ସ୍ୱର୍ଗସୀମା (୧୯୯୭) Swargasima (1997) Preview Download |
ବିଦେଶିନୀ (୨୦୦୦) Bidesini (2000) Preview Download |
|
ତୁମ ଆମ ଶତାବ୍ଦୀ (୨୦୦୦) Tuma Ama Satabdi (2000) Preview Download |
ଶେଷ ଅଙ୍କ ପ୍ରଥମ ଦୃଶ୍ୟ (୨୦୦୩) Sesa Anka Prathama Drusya (2003) Preview Download |
||||
କବିତା | Poetry | ||||
ଫେସେସ୍ ଇନ୍ ଦି ଡାର୍କ (୧୯୭୯) Faces In The Dark (1979) Open |
ମିନି କାମନା (୧୯୮୨) Mini Kamana ((1982) Open |
ସଞ୍ଜବତୀ ଓ ଅନ୍ୟାନ୍ୟ କବିତା (୨୦୦୧) Sanjabati O Anyanya Kabita (2001) Open |
ଇଭିନିଙ୍ଗ୍ ଦ୍ୟାଟ୍ ନେଭର୍ ୱାଜ୍ ଆଣ୍ଡ୍ ଅଦର ପୋଏମ୍ସ୍ Evening That Never Was And Other Poems Open |
||
ପ୍ରବନ୍ଧ | Essays | ||||
ଲେଖକର ସଂସାର (୧୯୮୫) Lekhakara Sansara (1985) Preview Download |
କଥା ସାହିତ୍ୟର କଳା ଓ କାରିଗରୀ (୧୯୯୦) Katha Sahityara Kala O Karigari (1990) Preview Download |
ଲେଖକର ଦୁଃଖ (୧୯୯୫) Lekhakara Dukha (1995) Preview Download |
ଚେନାଏ ପୃଥିବୀ ଚିରୁଡ଼ାଏ ଘର (୧୯୯୫) Chenae Pruthibi Chirudae Ghara (1995) Preview Download |
ମୋର ତୁମେ (୧୯୯୭) Mora Tume (1997) Preview Download |
|
ମାଇ ରାଇଟିଙ୍ଗ୍ସ୍ ମାଇ ଟାଇମ୍ସ୍ (୧୯୯୭) My Writings My Times (1997) Open |
ଲର୍ଣ ଟୁ ରାଇଟ୍ ସର୍ଟ ଷ୍ଟୋରି (୨୦୦୦) Learn to Write Short Story (2000) Open |
ମୋ ସମୟ ମୋ ସାହିତ୍ୟ (୨୦୦୦) Mo Samaya Mo Sahitya (2000) Preview Download |
ସାହିତ୍ୟ ପ୍ରେମର ଶେଷ କଥା (୨୦୦୪) Sahitya Premara Sesa Katha (2004) Preview Download |
||
ଅନୁବାଦ | Translations | ||||
ଶେଷ ଗୋଲକଧନ୍ଦା (୧୯୯୬) Sesa Golakadhanda (1996) Preview Download |
ପ୍ରତିଭା (୧୯୯୭) Pratibha (1997) Preview Download |
ଆମରି ପରି ବଡ଼ଲୋକ (୨୦୦୧) Amari Pari Badaloka (2001) Preview Download |
ମେଜିକ୍ ଶିଡ଼ି (୨୦୦୫) Magic Sidi (2005) Preview Download |
||
ବିଶେଷ | Special | ||||
ତିରିଶ ବର୍ଷର ଗଳ୍ପ ଓ ଆଳାପ ଭାଗ ୧ (୧୯୮୮) Tiris Barsara Galpa O Alapa v.01 (1988) Preview Download |
ତିରିଶ ବର୍ଷର ଗଳ୍ପ ଓ ଆଳାପ ଭାଗ ୨ (୧୯୯୧) Tiris Barsara Galpa O Alapa v.02 (1991) Preview Download |
ତିରିଶ ବର୍ଷର ଗଳ୍ପ ଓ ଆଳାପ ଭାଗ ୩ (୧୯୯୨) Tiris Barsara Galpa O Alapa v.03 (1992) Preview Download |
ତିରିଶ ବର୍ଷର ଗଳ୍ପ ଓ ଆଳାପ ଭାଗ ୪ (୨୦୦୦) Tiris Barsara Galpa O Alapa v.04 (2000) Preview Download |
ସମୟ ନାହିଁ (୨୦୦୪) Samaya Nahi (2004) Preview Download |
|
କିଶୋରୀଚରଣ ଷ୍ଟୋରିଜ୍ (୨୦୦୪) Kishoricharan Stories (2004) Open |
କିଶୋରୀଚରଣ (ଜୀବନୀ, ୨୦୧୦) Kishoricharan (Biography, 2010) Preview Download |
Essays, Talks etc. Preview Download |
Interviews, Reviews Preview Download |
Abhinandan Grantha (1999) Preview Download |