ସୃଜନିକା ପ୍ରକାଶନ
ବିଜ୍ଞାନକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ୧୯୮୦ ବେଳକୁ ସୃଜନିକାର ଜନ୍ମ ହୋଇଥିଲା। ସମୟ କ୍ରମେ ତାହା ବିଜ୍ଞାନ ଓ ଶିକ୍ଷା ଆଧାରିତ ଏକ ସାଧନକେନ୍ଦ୍ରର ରୂପ ନେଇଥିଲା। ବିଜ୍ଞାନର ଏକ ବ୍ୟାପକ ଏବଂ ଗଭୀର ଅନୁଭୁତି ଆଣିବାକୁ ଏହା ଚେଷ୍ଟା କରିଥିଲା। ଏସବୁର କେନ୍ଦ୍ରରେ ଥିଲା ବିଜ୍ଞାନ ତରଙ୍ଗ ପତ୍ରିକା ଯାହା ଶିକ୍ଷା, ବିଜ୍ଞାନ ଓ ସମାଜକୁ ଯୋଡ଼ିବା କାମ କରୁଥିଲା। ତିନୋଟି ପରୀକ୍ଷାମୂଳକ ସଂଖ୍ୟା ପରେ ୧୯୮୯ ମସିହାରୁ ଏହାର ନିୟମିତ ପ୍ରକାଶନ ଆରମ୍ଭ ହେଲା ଏବଂ ୧୭ ବର୍ଷ ଧରି ଚାଲିରହିଲା।
ବିଜ୍ଞାନ ତରଙ୍ଗ ପ୍ରଥମେ ବର୍ଷକୁ ୧୦ଟି ସଂଖ୍ୟା ଓ ଖରାଛୁଟିରେ ଗୋଟିଏ ବହି ସ୍ୱତନ୍ତ୍ର ସଂଖ୍ୟା ଭାବରେ ପ୍ରକାଶ ପାଉଥିଲା। ପରେ ବର୍ଷକୁ ଛଅଟି ସଂଖ୍ୟା ଏବଂ ୩-୪ଟି ବହି ପ୍ରକାଶିତ ହେଲା। ହାତରେ କାମ କରିବା ପାଇଁ ବାଟ ଏବଂ ଶିକ୍ଷା, ବିଜ୍ଞାନ ଓ ବିକାଶ ଉପରେ କିଛି ଚିନ୍ତା ଉଦ୍ରେକକାରୀ ବିଷୟକୁ ନେଇ ବହିଗୁଡ଼ିକ ପ୍ରସ୍ତୁତ କରାଯାଉଥିଲା। ବିଜ୍ଞାନ ତରଙ୍ଗ ଓ ସୃଜନିକାର ଅନ୍ୟ ପ୍ରକାଶନଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଜ୍ଞାନକୁ ଉଦ୍ଦୀପନାମୂଳକ ଅନୁଭବର ରୂପଦେବା ଏବଂ ମଣିଷର ଜନ୍ମଗତ ଅନୁସନ୍ଧିତ୍ସା ତଥା ସୃଜନଶୀଳତାକୁ ଆଗେଇନେବା। ଏଥିପାଇଁ ମାଧ୍ୟମ ଥିଲା ପତ୍ରିକା ଓ ବହି, ଶିବିର ଓ କର୍ମଶାଳା ଏବଂ ଆଲୋଚନା। ରୂପାୟନର ଧାରାଥିଲା ସହଜରେ ମିଳୁଥିବା ଜିନିଷକୁ ନେଇ ସରଳ ଓ ମଜାଳିଆ ବିଭିନ୍ନ ପରଖ।
ତଳ ସୂଚୀ ସାହାଯ୍ୟରେ ସୃଜନିକାର ପ୍ରକାଶନଗୁଡ଼ିକୁ ଦେଖିହେବ। ଚିତ୍ର ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।
ସୃଜନିକା ପ୍ରକାଶନ | ||||
କର୍ମ ସାଧନ Activity Books | ||||
ଖେଳି ଖେଳି ଶିଖିବା (୧୯୮୮) Kheli Kheli Sikhiba (1988) Preview Download |
କାଗଜର ଖେଳ (୧୯୮୯) Kagajara Khela (1989) Preview Download |
ଆକାରର ଦୁନିଆ (୧୯୯୧) Akarara Dunia (1991) Open |
ଆମ ମନର ଗୀତ (୧୯୯୪) Ama Manara Gita (1994) Preview Download |
କାଗଜ ଭଙ୍ଗାର ମଜା (୧୯୯୭) Kagaja Bhangara Maja (’97) Preview Download |
କାଗଜରୁ ଆକୃତି (୧୯୯୮) Kagajaru Akruti (1998) Preview Download |
ବିଜ୍ଞାନ ପହଳି (୧୯୯୮) Bigyana Pahali (1998) Preview Download |
ଗଣିତ କୁହୁକ (୧୯୯୮) Ganita Kuhuka (1998) Preview Download |
ଚିତ୍ର ପାହାଚରେ ଚିଡ଼ିଆଖାନା (୨୦୦୦) Chitra Pahachare Chidiakhana (2000) Preview Download |
କାଗଜ ଭଙ୍ଗାରୁ ଜ୍ୟାମିତି (୨୦୦୦) Kagaja Bhangaru Jyamiti (2000) Preview Download |
ହାତତିଆରି ଖେଳନା (୨୦୦୧) Hatatiari Khelana (2001) Preview Download |
ସହଜରେ ଆଙ୍କିବା ଗଛଲତା (୨୦୦୧) Sahajare Ankiba Gachhalata (2001) Preview Download |
ପତ୍ରରୁ ଚିତ୍ର (୨୦୦୨) Patraru Chitra (2002) Preview Download |
ବିଜ୍ଞାନ ପରଖ (୨୦୦୩) Bigyana Parakha (2002) Preview Download |
ପ୍ରକୃତି ପରଖ (୨୦୦୩) Prakruti Parakha (2003) Preview Download |
ଅଠା କୁହୁକ (୨୦୦୫) Atha Kuhuka (2005) Preview Download |
କିମିଆର ବିଞାନ (୨୦୦୫) Kimiara Bigyana (2005) Preview Download |
ହାତ ପାଆନ୍ତାରେ ବିଜ୍ଞାନ (୨୦୦୫) Hata Paantare Bigyana (2005) Preview Download |
ଅଳିଆରୁ ମଜାକାମ (୨୦୦୭) Aliaru Majakama (2006) Preview Download |
ମଜା ବିଜ୍ଞାନ ପରଖ (୨୦୦୭) Maja Bigyana Parakha Preview Download |
ପରିବେଶ/ପ୍ରକୃତି Environment/Nature | ||||
ଆମ ଘର ଏଇ ପୃଥିବୀ (୧୯୯୦) Ama Ghara Ei Pruthibi (1990) Open |
ଗଛବଇଦ (୧୯୯୭) Gachhabaida (1997) Preview Download |
ଓଡ଼ିଶା ପାଇଁ ଗଛ (୧୯୯୮) Odisha pain Gachha (1998) Open |
ପରିବେଶର କଥା ଓ ବଥା (୧୯୯୮) Paribesara Katha O Batha (1998) Preview Download |
ଜଳ ସମ୍ପଦ (୧୯୯୯) Jala Sampada (1999) Preview Download |
ପରିବେଶ ପ୍ରଦୂଷଣ (୧୯୯୯) Paribesa Pradushana (1999) Preview Download |
କୀଟ ଓ ତା’ର ଜାତିଭାଇ (୧୯୯୯) Kita O Ta’ra Jatibhai (1999) Preview Download |
ପରିବେଶ, ବିକାଶ ଓ ଅଳିଆ(୧୯୯୯) Paribesa, Bikasa O Alia (1999) Download |
ଜୀବନର ପିଲାଦିନ (୨୦୦୦) Jibanara Piladina (2000) Preview Download |
ପରିବେଶ ଦର୍ପଣ (୨୦୦୧) Paribesa Darpan (2001) Preview Download |
ପରିବେଶ ଓ ଆତ୍ମନିର୍ଭରଶୀଳତା (୨୦୦୨) Paribesa O Atmanirbharashilata (2002) Preview Download |
ପଦେଛନ୍ଦେ ପରିବେଶ (୨୦୦୪) PadeChhande Paribesa (2004) Preview Download |
ଓଡ଼ିଶାର ବନ୍ୟପ୍ରାଣୀ (୨୦୦୫) Odishara Banyaprani (2005) Preview Download |
||
ଆକାଶ Sky | ||||
ରହସ୍ୟମୟ ମଙ୍ଗଳ (୧୯୯୦) Rahasyamaya Mangal (1990) Open |
ସୂର୍ଯ୍ୟ ଆମ ବନ୍ଧୁ (୧୯୯୦) Surya Ama Bandhu (1990) Open |
ଚନ୍ଦ୍ର ଅଭିଯାନ (୧୯୯୪) Chandra Abhijan (1994) Open |
ଆସ ତାରା ଦେଖିବା (୧୯୯୫) Asa Tara Dekhiba (1995) Preview Download |
ବିଶ୍ୱର ରୂପ (୧୯୯୫) Biswara Rupa (1995) Open |
ଛାଇ ଆଲୁଅର ଖେଳ (୧୯୯୫) Chhai Aluara Khela (1995) Open |
ଦି ଷ୍ଚୋରି ଅଫ୍ ଆୱାର ୟୁନିଭର୍ଶ (୧୦୦୫) The Story of Our Universe (1995) Open |
ପରାଗ, ଗ୍ରହଣ ଓ ଧୂମକେତୁ (୧୯୯୭) Paraga, Grahana O Dhumaketu (1997) Preview Download |
ଆକାଶରେ ଲୁଚକାଳି (୧୯୯୯) Akashare Luchakali (1999) Open |
ଗ୍ରହ ସଞ୍ଚାର (୨୦୦୪) Graha Sanchar (2004) Preview Download |
ବିଶେଷ/ସହଯୋଗ Special/Collaboration | ||||
ବିଜ୍ଞାନ କ’ଣ? (୧୯୯୦) Bigyan Ka’na? (1990) Open |
ବୈଜ୍ଞାନିକ ଦୃଷ୍ଟିକୋଣ (୧୯୯୨) Baigyanika Drustikone (1992) Open |
ଦିବାସ୍ୱପ୍ନ (୧୯୯୨) Divaswapna (1992) Preview Download |
କାହିଁକି ଭାଇ କାହିଁକି (୧୯୯୬) Kahinki Bhai Kahinki (1996) Preview Download |
ତୋତ୍ତୋ-ଚାନ୍ (୧୯୯୬) Totto-chan (1996) Preview Download |
ଜହ୍ନଧରା ବାଇଆ (୧୯୯୭) Jahnadhara Baia (1997) Open |
ଅଣୁରୁ ଅନ୍ତରୀକ୍ଷ (୧୯୯୯) Anuru Antariksha (1999) Preview Download |
ମୋ ବନ୍ଧୁ ଶ୍ରୀ ଲିକୀ (୨୦୦୨) Mo Bandhu Sri Leakey (2002) Preview Download |
ବିକାଶ ପାଇଁ ବିନାଶ (୨୦୦୩) Bikas pain Binas (2003) Preview Download |
ଏକ୍ସପ୍ଲୋରିଙ୍ଗ ନେଚର୍ (୨୦୦୪) Exploring Nature (2004) Preview Download |
ପ୍ରଶ୍ନକରେ ଅନାର୍କୋ (୨୦୦୪) Prasnakare Anarko (2004) Preview Download |
ସାଇକେଲ୍ର କାହାଣୀ (୨୦୦୪) Saikelra Kahani (2004) Preview Download |
ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ (୨୦୦୫) Biplaba Suare Padartha Bigyana (2005) Preview Download |
ଗିଜୁଭାଇ ଶିକ୍ଷାନିଧି (୨୦୦୫) Gijubhai Sikshanidhi (2005) Preview Download |
ପଦାର୍ଥ ବିଜ୍ଞାନର କାହାଣୀ (୨୦୦୭) Padartha Bigyanara Kahani (2007) Preview Download |
ଅସୀମସନ୍ଧାନୀ ରାମାନୁଜନ୍ (୨୦୧୩) Asimasandhani Ramanujan (2013) Preview Download |
ବିଜ୍ଞାନ ତରଙ୍ଗ Bigyan Tarang | ||||
ପରୀକ୍ଷାମୂଳକ ସଂଖ୍ୟା (୧୯୮୮-୮୯) Trial Issues (1988-89) Preview Download |
ପ୍ରାଚୀର ପଡ୍ରିକା (୧୯୮୯-୯୦) Wall Magazines (1989-90) Open |
ଭାଗ ୧ (୧୯୮୯-୯୦) Volume 1 (1989-90) Preview Download |
ଭାଗ ୨ (୧୯୯୦-୯୧) Volume 2 (1990-91) Preview Download |
ଭାଗ ୩ (୧୯୯୧-୯୨) Volume 3 (1991-92) Preview Download |
ଭାଗ ୪ (୧୯୯୨-୯୩) Volume 4 (1992-93) Preview Download |
ଭାଗ ୫ (୧୯୯୩-୯୪) Volume 5 (1993-94) Preview Download |
ଭାଗ ୬ (୧୯୯୪-୯୫) Volume 6 (1994-95) Preview Download |
ଭାଗ ୭ (୧୯୯୫-୯୬) Volume 7 (1995-96) Preview Download |
ଭାଗ ୮ (୧୯୯୬-୯୭) Volume 8 (1996-97) Preview Download |
ଭାଗ ୯ (୧୯୯୭-୯୮) Volume 9 (1997-98) Preview Download |
ଭାଗ ୧୦ (୧୯୯୮-୯୯) Volume 10 (1998-99) Preview Download |
ଭାଗ ୧୧ (୧୯୯୯-୨୦୦୦) Volume 11 (1999-2000) Preview Download |
ଭାଗ ୧୨ (୨୦୦୦-୦୧) Volume 12 (2000-01) Preview Download |
ଭାଗ ୧୩ (୨୦୦୧-୦୨) Volume 13 (2001-02) Preview Download |
ଭାଗ ୧୪ (୨୦୦୨-୦୩) Volume 14 (2002-03) Preview Download |
ଭାଗ ୧୫ (୨୦୦୩-୦୪) Volume 15 (2003-04) Preview Download |
ଭାଗ ୧୬ (୨୦୦୪-୦୫) Volume 16 (2004-05) Preview Download |
ଭାଗ ୧୭ (୨୦୦୬-୦୭) Volume 17 (2005-06) Preview Download |
ସାମଗ୍ରିକ ସୂଚୀ Cumulative IndexDownload |