ରେଫରେନ୍ସ୍
ଓଡ଼ିଶା ଓ ଓଡ଼ିଆ ଜୀବନ ବିଷୟରେ ଜାଣିବାରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ କିଛି ସାଧନ – ବହି, ପ୍ରବନ୍ଧ, ବହିର ଅଂଶ – ଏଠାରେ ଦିଆଯାଇଛି। ସାଧାରଣ ପରିଚିତି ଆଣିବାରେ ଏଗୁଡ଼ିକ ସହାୟକ ହେବ। ଅଧିକ ଜାଣିବା ପାଇଁ ଚାହୁଁଥିବା ବିଷୟରେ ବିଭିନ୍ନ ବହି ପାଧାଗାରର ବହି ବିଭାଗରୁ ଖୋଜିବାକୁ ହେବ।
ଏହି ସାଧନଗୁଡ଼ିକ କେତୋଟି ମୁଖ୍ୟ ବିଭାଗରେ ରଖାଯାଇଛି – ତଳେ ଦିଆଯାଇଥିବା ତାଲିକା ଅନୁସାରେ ସେଗୁଡ଼ିକୁ ଦେଖିହେବ। ପ୍ରତି ବିଭାଗର ବିସ୍ତୃତ ସୂଚୀ ଡାହାଣପଟରେ ଦିଆଯାଇଛି। ସେଥିରେ କୌଣସି ଶୀର୍ଷକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଖୋଲିବ ବା ଡାଉନ୍ଲୋଡ୍ ହେବ। ଛୋଟ ବହି ଓ ରଚନା ବ୍ରାଉଜରର ନୂଆ ଟ୍ୟାବ୍ରେ ଖୋଲିବ – ଦରକାର ହେଲେ ସେଠାରୁ ସଂଗ୍ରହ କରିହେବ। ବଡ଼ ବହିଗୁଡ଼ିକ ପାଇଁ ଡାଉନ୍ଲୋଡ୍ ଆରମ୍ଭ ହେବ।
ପରିକ୍ରମା
ଭାଷା-ସାହିତ୍ୟ
ଜ୍ଞାନକୋଷ
ଗ୍ରନ୍ଥସୂଚୀ
ଇତିହାସ-ସଂସ୍କୃତି
କଳା-ଭାସ୍କର୍ଯ୍ୟ
ଚରିତ ପଞ୍ଜିକା
ପ୍ରକୃତି
ଗ୍ରନ୍ଥସୂଚୀ | ||
National Bibliography of Indian Literature, v.03, 1901-1953, Oriya, Sahitya Akademi, 1970 | Preview | Download |
National Bibliography of Indian Literature, v.09, 2nd series, 1954-2000, Oriya, Sahitya Akademi, 2014 | Preview | Download |
ଓଡ଼ିଆ ପ୍ରକାଶନ ଓ ପ୍ରସାରଣର ଇତିହାସ (ଶ୍ରୀଧର ମହାପାତ୍ର ଶର୍ମା, ୧୯୮୬) | Preview | Download |
ଓଡ଼ିଆ ପ୍ରକାଶନର ଇତିହାସ (ପଠାଣି ପଟ୍ଟନାୟକ, ୨୦୧୩) | Preview | Download |
ଓଡ଼ିଆ ପୁସ୍ତକ ପ୍ରକାଶନ ସୂଚୀ (ରାଜଧାନୀ ପୁସ୍ତକ ମେଳା କମିଟି, ଷଷ୍ଠ ସଂ., ୨୦୦୯) | Preview | Download |
ଓଡ଼ିଶାର ବିକାଶରେ ପତ୍ରପତ୍ରିକାର ପ୍ରଭାବ (ଗୋପାଳ ଚନ୍ଦ୍ର ମିଶ୍ର, ୧୯୮୩) | Preview | Download |
ଓଡ଼ିଶାର ପତ୍ରପତ୍ରିକା (ଚନ୍ଦ୍ରଶେଖର ମହାପାତ୍ର, ~୧୯୫୮) | Preview | Download |
ଓଡ଼ିଶାର ପତ୍ରପତ୍ରିକା ଓ ଆଦ୍ୟପ୍ରକାଶିତ ଓଡ଼ିଆ ପୁସ୍ତକ (ପଠାଣି ପଟ୍ଟନାୟକ, ୧୯୮୨) | Preview | Download |
Orissa Bibliography (H Kulke, 1980) | Preview | Download |
ପତ୍ରପତ୍ରିକା ପରିଚୟ (ନଗେନ୍ଦ୍ରନାଥ ମହାନ୍ତି, ୨୦୧୧) | Preview | Download |
Reference Sources in Modern Indian Languages, Oriya (P Padhy, 1994) | Preview | Download |
ଜାତୀୟ ଗ୍ରନ୍ଥସୂଚୀ, ଓଡ଼ିଆ, ୧୯୫୮-୫୯ (ବି. ଏସ୍. କେଶବନ୍, ଅବକାଶ ଜେନା, ୧୯୬୦) | Preview | Download |
ଜାତୀୟ ଗ୍ରନ୍ଥସୂଚୀ, ଓଡ଼ିଆ, ୧୯୬୦-୬୧ (ବି. ଏସ୍. କେଶବନ୍, ଅବକାଶ ଜେନା, ୧୯୬୨) | Preview | Download |
ଜାତୀୟ ଗ୍ରନ୍ଥସୂଚୀ, ଓଡ଼ିଆ, ୧୯୬୨-୬୩ (ବି. ଏସ୍. କେଶବନ୍, ଅବକାଶ ଜେନା, ୧୯୬୩, ୧୯୭୨) | Preview | Download |
ପ୍ରକୃତି | ||
ଓଡ଼ିଶାର ଭୂଗୋଳ (ବି. ଏନ୍. ସିଂହ; ଅନୁବାଦ – ହେମନ୍ତ କୁମାର ଦାସ, ୨୦୦୭) | Preview | Download |
Geography of Orissa (BN Sinha, 1971, 3e. 1999) | Preview | Download |
Geology and Mineral Resources of Orissa (SGAT, 1995) | Preview | Download |
Natural Hazards in Orissa (NK Mahalik, 2005) | – – | Open |
Tigers of Orissa (AN Tiwari, 2005) | – – | Open |
Wildlife Wealth of Orissa (ChG Mishra, et. al., 1996) | Preview | Download |
Botany of Bihar and Orissa (HH Haines, 1921) pt. 01 | Preview | Download |
Botany of Bihar and Orissa (HH Haines, 1921) pt. 02 | Preview | Download |
Botany of Bihar and Orissa (HH Haines, 1921) pt. 03 | Preview | Download |
Botany of Bihar and Orissa (HH Haines, 1921) pt. 04 | Preview | Download |
Botany of Bihar and Orissa (HH Haines, 1921) pt. 05 | Preview | Download |
Botany of Bihar and Orissa (HH Haines, 1921) pt. 06 | Preview | Download |
Flora of Orissa v.1 (HO Saxena, M Brahmam, 1994) | Preview | Download |
Flora of Orissa v.2 (HO Saxena, M Brahmam, 1994) | Preview | Download |
Flora of Orissa v.3 (HO Saxena, M Brahmam, 1994) | Preview | Download |
Flora of Orissa v.4 (HO Saxena, M Brahmam, 1994) | Preview | Download |