ରେଫରେନ୍ସ୍
ଓଡ଼ିଶା ଓ ଓଡ଼ିଆ ଜୀବନ ବିଷୟରେ ଜାଣିବାରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ କିଛି ସାଧନ – ବହି, ପ୍ରବନ୍ଧ, ବହିର ଅଂଶ – ଏଠାରେ ଦିଆଯାଇଛି। ସାଧାରଣ ପରିଚିତି ଆଣିବାରେ ଏଗୁଡ଼ିକ ସହାୟକ ହେବ। ଅଧିକ ଜାଣିବା ପାଇଁ ଚାହୁଁଥିବା ବିଷୟରେ ବିଭିନ୍ନ ବହି ପାଧାଗାରର ବହି ବିଭାଗରୁ ଖୋଜିବାକୁ ହେବ।
ଏହି ସାଧନଗୁଡ଼ିକ କେତୋଟି ମୁଖ୍ୟ ବିଭାଗରେ ରଖାଯାଇଛି – ତଳେ ଦିଆଯାଇଥିବା ତାଲିକା ଅନୁସାରେ ସେଗୁଡ଼ିକୁ ଦେଖିହେବ। ପ୍ରତି ବିଭାଗର ବିସ୍ତୃତ ସୂଚୀ ଡାହାଣପଟରେ ଦିଆଯାଇଛି। ସେଥିରେ କୌଣସି ଶୀର୍ଷକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଖୋଲିବ ବା ଡାଉନ୍ଲୋଡ୍ ହେବ। ଛୋଟ ବହି ଓ ରଚନା ବ୍ରାଉଜରର ନୂଆ ଟ୍ୟାବ୍ରେ ଖୋଲିବ – ଦରକାର ହେଲେ ସେଠାରୁ ସଂଗ୍ରହ କରିହେବ। ବଡ଼ ବହିଗୁଡ଼ିକ ପାଇଁ ଡାଉନ୍ଲୋଡ୍ ଆରମ୍ଭ ହେବ।
ପରିକ୍ରମା
ଭାଷା-ସାହିତ୍ୟ
ଜ୍ଞାନକୋଷ
ଗ୍ରନ୍ଥସୂଚୀ
ଇତିହାସ-ସଂସ୍କୃତି
କଳା-ଭାସ୍କର୍ଯ୍ୟ
ଚରିତ ପଞ୍ଜିକା
ପ୍ରକୃତି
ଭାଷା-ସାହିତ୍ୟ | ||
Tribal Language and Literature (K Mahapatra, 2013) | – – | Open |
Dating the Oriya Language (AK. Tripathy, 2005) | – – | Open |
Palmleaf Manuscripts Heritage (CB Patel, 2005) | – – | Open |
Oriya Literature in English Translation (S Kar, 2013) [1.3mb] | – – | Download |
Oriya Language (GN Dash, 2013) [1.7mb] | – – | Download |
ପ୍ରଚଳିତ ଓଡ଼ିଆ ଭାଷାର ଏକ ବ୍ୟାକରଣ (ବିଜୟ ପ୍ର. ମହାପାତ୍ର) | Preview | Download |
Oriya Literature (JB Mohanty, 1952) | Preview | Download |
ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ (ଆର୍ତ୍ତବଲ୍ଲଭ ମହାନ୍ତି, ୧୯୩୨, ୧୯୫୬) | Preview | Download |
ଓଡ଼ିଆ ଭାଷାର ଇତିହାସ (ବିନାୟକ ମିଶ୍ର, ୧୯୨୭) | Preview | Download |
ଓଡ଼ିଆ ସାହିତ୍ୟର ଇତିହାସ, ସାମାଜିକ-ସାଂସ୍କୃତିକ ଭିତ୍ତିଭୂମି (ଚିତ୍ତରଞ୍ଜନ ଦାସ) | Preview | Download |
History of Oriya Literature (M Mansinha, 1962) | Preview | Download |
ଓଡ଼ିଆ ଲିପି ଓ ଭାଷା (ଓ. ସାହିତ୍ୟ ଏକାଡେମୀ, ୧୯୮୨) | Preview | Download |
A Glimpse into Oriya Literature (CR Das, 1982) | Preview | Download |
ଓଡ଼ିଆ ଶିଶୁ-ସାହିତ୍ୟ (ମନୀନ୍ଦ୍ର ମହାନ୍ତି,୧୯୯୨ ) | Preview | Download |
Submission on Classical Status of Odia Language pt.1 | Preview | Download |
Submission on Classical Status of Odia Language pt.2, Appendix | – – | Download |
ଓଡ଼ିଆ ସାହିତ୍ୟ ସମ୍ଭାର | ||
ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଦ୍ୱାରା ସଂକଳିତ ଏହି ଗ୍ରନ୍ଥମାଳାରେ ଓଡ଼ିଆ ସାହିତ୍ୟର ବହୁ ମୂଲ୍ୟବାନ ଓ ଦୁଷ୍ପ୍ରାପ୍ୟ ରଚନା ଏବଂ ସେସବୁ ବିଷୟରେ ଆଲୋଚନା ସ୍ଥାନ ପାଇଛି। | ||
ସହସ୍ରାଂଶୁ – ଓଡ଼ିଆ ସାହିତ୍ୟ ଆଲୋଚନା | Preview | Download |
ପ୍ରାଚୀନ ଓଡ଼ିଆ କବିତା ସମ୍ଭାର | Preview | Download |
ପ୍ରାଚୀନ ଓଡ଼ିଆ ନାଟକ | Preview | Download |
ଓଡ଼ିଆ ତତ୍ତ୍ୱ ସାହିତ୍ୟ | Preview | Download |
ଓଡ଼ିଆ କାବ୍ୟ ସମ୍ଭାର | Preview | Download |
ଓଡ଼ିଆ ଗଦ୍ୟ ସଂକଳନ | Preview | Download |
ଓଡ଼ିଆ ଗଳ୍ପ ସମ୍ଭାର | Preview | Download |
ଓଡ଼ିଆ ଉପନ୍ୟାସ ସମ୍ଭାର | Preview | Download |
ଆଧୁନିକ ଓଡ଼ିଆ କବିତା ସମ୍ଭାର | Preview | Download |
ଆଧୁନିକ ଓଡ଼ିଆ ନାଟକ | Preview | Download |
ସମକାଳୀନ ଓଡ଼ିଆ ସାହିତ୍ୟ | Preview | Download |