ବିଜ୍ଞାନ ପ୍ରଚାର ସମିତି ସଂକଳନ
ସରଳ ଓଡ଼ିଆ ଭାଷାରେ ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜ୍ଞାନ ପ୍ରଚାର ସମିତିର ଜନ୍ମ ହୋଇଥିଲା। ୧୯୪୯ ମସିହାରେ ନଅଜଣ ଆଗ୍ରହୀ ଅଧ୍ୟାପକ/ଡାକ୍ତର ମିଶି ଏହାକୁ ଆରମ୍ଭ କରିଥିଲେ। ସେମାନେ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଗୋକୁଳାନନ୍ଦ ମହାପାତ୍ର, ରାଧାନାଥ ରଥ, ସୁକୁମାର ଆଦିତ୍ୟ, ମହେନ୍ଦ୍ର ଚନ୍ଦ୍ର ମିଶ୍ର, ରାଈକୃଷ୍ଣ ମହାନ୍ତି, ସଦାଶିବ ମିଶ୍ର, ଶ୍ୟାମାନନ୍ଦ ପଟ୍ଟନାୟକ ଓ କୃଷ୍ଣଚରଣ ଦାସ।
ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଡ. ଗୋକୁଳାନନ୍ଦ ମହାପାତ୍ର ବଙ୍ଗୀୟ ବିଜ୍ଞାନ ପରିଷଦ ଭଳି ଓଡ଼ିଶାରେ ଗୋଟିଏ ଅନୁଷ୍ଠାନ ଗଢ଼ିବାରେ ଆଗ୍ରହୀ ଥିଲେ। ସେହି ସମୟରେ ଡ. ରାଧାନାଥ ରଥ, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଡ. ସଦାଶିବ ମିଶ୍ର ଆଦି ମଧ୍ୟ ଗୋକୁଳାନନ୍ଦ ବାବୁଙ୍କ ପ୍ରସ୍ତାବକୁ ସମର୍ଥନ କଲେ ଏବଂ ୧୯୪୯ ମସିହା ଅଗଷ୍ଟ ୭ ତାରିଖ ଦିନ କଟକ ମେଡିକାଲ ପରିସରରେ ସମିତିର ପ୍ରଥମ ଅଧିବେଶନ ବସିଥିଲା।
ଏଥିରେ ଡ. ସଦାଶିବ ମିଶ୍ର ସଭାପତିତ୍ୱ କରିଥିଲେ। ପ୍ରଥମ ଯୁଗ୍ନ ସମ୍ପାଦକ ଥିଲେ ଡ. ରାଧାନାଥ ରଥ ଏବଂ ଡ. ଗୋକୁଳାନନ୍ଦ ମହାପାତ୍ର। ସ୍ଥିର ହେଲା ପ୍ରତି ୧୫ ଦିନରେ ଥରେ ରବିବାରରେ ସମିତିର ଅଧିବେଶନ ବସିବ ଏବଂ ସେଥିରେ ଓଡ଼ିଆରେ ଲିଖିତ ପ୍ରବନ୍ଧମାନ ପଠିତ ଓ ଆଲୋଚିତ ହେବ। ସଭ୍ୟମାନଙ୍କ ଭିତରେ ଘନିଷ୍ଠତା ବଢ଼ିବାର ଆଶା କରି ସମିତିର ଅଧିବେଶନଗୁଡ଼ିକ ଯଥାସମ୍ଭବ ସଭ୍ୟମାନଙ୍କ ଘରେ ବସାଇବାର ସ୍ଥିର ହେଲା। ଅନେକ ଅଧ୍ୟାପକ ଏହି ଅନୁଷ୍ଠାନକୁ ସମାଲୋଚନା ମଧ୍ୟ କଲେ। ସେମାନଙ୍କର ଧାରଣା ଥିଲା ବିଜ୍ଞାନ ଭଳି କ୍ଲୀଷ୍ଟ ବିଷୟକୁ ଓଡ଼ିଆରେ ଲେଖାଯାଇ ପାରିବନାହିଁ। କ୍ରମେ ଅନେକ ଅଧ୍ୟାପକ ସମିତି ପ୍ରତି ଆଗ୍ରହୀ ହେଲେ ଏବଂ ଏହାର ସଭ୍ୟ ହୋଇଥିଲେ। ବିଖ୍ୟାତ ବୈଜ୍ଞାନିକ ଜେ.ବି.ଏସ୍. ହାଲ୍ଡେନ ମଧ୍ୟ ଏହି ସମିତିର ଜଣେ ସଭ୍ୟ ହୋଇଥିଲେ। “
ବିଜ୍ଞାନ ପ୍ରଚାର ସମିତି ପ୍ରତିଷ୍ଠା ହେବା ଆଗରୁ ବହୁତ କମ୍ ସଂଖ୍ୟାରେ ବିଜ୍ଞାନ ଲେଖା ଓଡ଼ିଆରେ ପ୍ରକାଶ ପାଉଥିଲା। କୃଷି, ଜୀବଜନ୍ତୁ, ସ୍ୱାସ୍ଥ୍ୟରକ୍ଷା, ଜୀବନୀ ଆଦି ଉପରେ ଅଳ୍ପ କିଛି ବହି ଲେଖାଯାଇଥିଲା। ସମିତିର ଅଧିବେଶନରେ ପଠିତ ପ୍ରବନ୍ଧଗୁଡ଼ିକୁ ନେଇ ବହି ପ୍ରକାଶ କରାଗଲା। ଲେଖିବା ବେଳେ ପାରିଭାଷିକ ଶବ୍ଦ ପ୍ରତି ମଧ୍ୟ ଆଗ୍ରହ ବଢ଼ିଲା। ବହିଗୁଡ଼ିକ ବହୁତ ସରଳ ଭାଷାରେ ସାଧାରଣ ଲୋକ ବୁଝିପାରିବା ଭଳି ଲେଖାଯାଇଥିବାରୁ ଲୋକଙ୍କ ପାଇଁ ଗ୍ରହଣୀୟ ହେଲା। ଏଯାଏଁ ପ୍ରାୟ ୫୦ରୁ ଅଧିକ ବହି ସମିତି ତରଫରୁ ପ୍ରକାଶିତ ହୋଇଛି। ଏହାଛଡ଼ା ଅନେକ ସଭ୍ୟ ବ୍ୟକ୍ତିଗତ ଭାବରେ ମଧ୍ୟ ବହି ଲେଖିଛନ୍ତି।
ସମିତିରେ ପଠିତ ପ୍ରବନ୍ଧଗୁଡ଼ିକ ପ୍ରଥମେ ‘ବିଜ୍ଞାନ ପ୍ରଭା’ପତ୍ରିକା ରୂପରେ ପ୍ରକାଶ ପାଇଥିଲା। ୧୯୭୪ ମସିହାରୁ ୫ ବର୍ଷ ଧରି ଏହା ଚାଲିବା ପରେ ୧୯୭୯ ମସିହାରେ ସମିତିର ନିଜସ୍ୱ ପତ୍ରିକା ‘ବିଜ୍ଞାନାଲୋକ’ ଆରମ୍ଭ କରାଗଲା। ସ୍କୁଲ ସ୍ତରରେ ବିଜ୍ଞାନ ପାଠ୍ୟପୁସ୍ତକ ମଧ୍ୟ ସମିତିର ସଭ୍ୟମାନଙ୍କ ଦ୍ୱାରା ଲେଖାଯାଇଥିଲା। ଏହାଛଡ଼ା ଅନେକ କର୍ମଶାଳା, ବିଦ୍ୟାଳୟ କାର୍ଯ୍ୟକ୍ରମ, ବିଜ୍ଞାନ ଲେଖକ କର୍ମଶାଳା ଆଦି ମଧ୍ୟ ସମିତି ଦ୍ୱାରା ଆୟୋଜିତ ହୋଇଥିଲା।
ତଳ ସୂଚୀ ସାହାଯ୍ୟରେ ବିଜ୍ଞାନ ପ୍ରଚାର ସମିତି ଦ୍ୱାରା ପ୍ରକାଶିତ ବହିଗୁଡ଼ିକର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ବା ଓପନ୍/ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହି କିମ୍ବା ବିଜ୍ଞାନାଲୋକର ସଂଖ୍ୟା ସଂଗ୍ରହ କରିହେବ।
ବିଜ୍ଞାନ ପ୍ରଚାର ସମିତି ପୁସ୍ତକସୂଚୀ – Bigyan Prachar Samiti Booklist | ||||
ବିଜ୍ଞାନ ପ୍ରଚାର ସମିତି, କଟକ: Bigyan Prachar Samiti, Cuttack | ||||
ପରମାଣୁ ବୋମାର ଆବିଷ୍କାର (୧୯୫୧) Paramanu Bomara Abiskara (1951) Open/Download |
ଖାଦ୍ୟ (୧୯୫୧) Khadya (1951) Open/Download |
ଜନ୍ମ ନିୟନ୍ତ୍ରଣ (୧୯୫୧) Janma Niyantrana (1951) Open/Download |
ଖାଦ୍ୟ ସମସ୍ୟା ସମାଧାନ (୧୯୫୩) Khadya Samasya Samadhana (1953) Open/Download |
ମାନବ ସେବାରେ ବିଜ୍ଞାନ (୧୯୫୩) Manaba Sebare Bigyana (1953) Open/Download |
ଜନ୍ମ ରହସ୍ୟ (୧୯୫୫) Janma Rahasya (1955) Open/Download |
ବିଜ୍ଞାନ ବାର୍ତ୍ତା (୧୯୫୭) Bigyana Barta (1957) Open/Download |
ବିଜ୍ଞାନ ସଞ୍ଚିକା (୧୯୫୭) Bigyana Sanchika (1957) Open/Download |
ବୀଜାଣୁ (୧୯୫୮) Bijanu (1958) Open/Download |
ଓଡ଼ିଶାରେ ବିଜ୍ଞାନର ପ୍ରୟୋଗ (୧୯୫୯) Odishare Bigyanara Prayoga (1959) Open/Download |
ବିଜ୍ଞାନ ସମୀକ୍ଷା (୧୯୬୦) Bigyana Samikhya (a960) Open/Download |
ମହାଶୂନ୍ୟ ଅଭିଯାନ (୧୯୬୦) Mahasunya Abhijana (1960) Open/Download |
ବିଜ୍ଞାନ ବିଚାର (୧୯୬୦) Bigyana Bichara (1960) Open/Download |
ଦୂରଦ୍ରଷ୍ଟା ବୈଜ୍ଞାନିକ (୧୯୬୦) Duradrasta Baigyanika (1960) Open/Download |
ବିଜ୍ଞାନର ପରିସୀମା (୧୯୬୪) Bigyanara Parisina (1964) Open/Download |
ଦୀର୍ଘ ଜୀବନ (୧୯୬୪) Dirgha Jibana (1964) Open/Download |
ବିଜ୍ଞାନ ଓ ସମାଜ ((୧୯୬୫) Bigyana O Samaja (1965) Open/Download |
ପରମାଣୁ ଶକ୍ତି (୧୯୬୬) Paramanu Sakti (1966) Open/Download |
ଛାତିର ଭିତର କଥା (୧୯୬୮) Chhatira Bhitara Katha (1968) Open/Download |
କଥା ତରଙ୍ଗ (୧୯୬୮) Katha Taranga (1968) Open/Download |
ସ୍ମରଣୀୟ ଗବେଷଣା (୧୯୬୯) Smaraniya Gabesana (1969) Open/Download |
ସୁଖର ସଂସାର (୧୯୬୯) Sukhara Sansara (1969) Open/Download |
ଉତ୍ପାଦନ (୧୯୬୯) Utpadana (1969) Open/Download |
ଜୀବନ ପାଇଁ ଜଳ (୧୯୭୦) Jibana Pain Jala (1970) Open/Download |
ଡାଇନୋସର (୧୯୭୧) Dainosar (1971) Open/Download |
ଯୁଗେ ଯୁଗେ ବିଜ୍ଞାନ (୧୯୭୧) Juge Juge Bigyana (1971) Open/Download |
ଆମ ଅତି ଦରକାରୀ କାଗଜ (୧୯୭୨) Ama Ati Darakari Kagaja (1972) Open/Download |
ବହୁରୂପୀ ଆମବାତ (୧୯୭୨) Bahurupi Amabata (1972) Open/Download |
ଭାରତୀୟ ବୈଜ୍ଞାନିକ (୧୯୮୬) Bharatiya Baigyanika (1986) Open/Download |
ପ୍ରାଚୀନ ଭାରତରେ ବିଜ୍ଞାନ ଚର୍ଚ୍ଚା ଓ ଗବେଷଣା (୧୯୮୭) Prachina Bharatare Bigyana Charcha O Gabesana (1987) Open/Download |
ଯୁଦ୍ଧରେ ବିଜ୍ଞାନ (୧୯୭୩) Judhare Bigyana (1973) Open/Download |
ଓଡ଼ିଶାରେ ଭେଷଜ ଶିଳ୍ପ (୧୯୭୫) Odishare Bhesaja Silpa (1975) Open/Download |
ଜୟନ୍ତିକା (୧୯୭୬) Jayantika (1976) Open/Download |
ଅତି ମାରାତ୍ମକ କର୍କଟ ରୋଗ (୧୯୮୨) Ati Maratmaka Karkata Roga (1982) Open/Download |
ଶାନ୍ତି ଓ ଅଶାନ୍ତିରେ ପରମାଣୁ ଶକ୍ତି (୧୯୯୧) Santi Asantire Paramanu Sakti (1991) Open/Download |
ଯେଉଁମାନେ ବିଜ୍ଞାନକୁ ରୂପ ଦେଲେ (୧୯୭୯) Jeunmane Bigyanaku Rupa Dele (1979) Open/Download |
ମଣିଷ କେତେବର୍ଷ ଯାଏଁ ବଞ୍ଚିପାରିବ (୧୯୮୦) Manisa Ketebarsa Jaen Banchipariba (1980) Open/Download |
ବୈଜ୍ଞାନିକ ପାରିଭାଷିକ ଶବ୍ଦାବଳୀ (୧୯୮୬) Baigyanika Paribhasika Sabdabali (1986) Open/Download |
ଓଡ଼ିଶାର ବିଜ୍ଞାନ ଲେଖକ (୧୯୯୭) Odishara Bigyana Lekhaka (1997) Open/Download |
ଶିଶୁର ଯତ୍ନ (୨୦୦୦) Sisura Jatna (2000) Open/Download |
ସୁବର୍ଣ୍ଣ ସ୍ମାରକୀ (୨୦୦୦) Subarna Smaraki (2000) Open/Download |
ଶିଶୁର ଯତ୍ନ, (ପରିମାର୍ଜିତ ସଂ, ୨୦୦୮) Sisura Jatna (Rev ed. 2008) Open/Download |
ଶିଶୁର ରୋଗ (୨୦୦୮) Sisura Roga (2008) Open/Download |
ଦୈନନ୍ଦିନ ଜୀବନରେ ପଲିମର (୨୦୦୮) Dainandina Jibanare Palimar (2008) Open/Download |
ବିଜ୍ଞାନର ଅପବ୍ୟବହାର (୨୦୦୮) Bigyanara Apabyabahara (2008) Open/Download |
ଭାରତର ବିଖ୍ୟାତ ବୈଜ୍ଞାନିକ, ୧ମ ଭାଗ (୨୦୦୯) Bharatara Bikhyata Baigyanika, v.01 (2009) Open/Download |
ଭାରତର ବିଖ୍ୟାତ ବୈଜ୍ଞାନିକ, ୨ୟ ଭାଗ (୨୦୦୯) Bharatara Bikhyata Baigyanika, v.02 (2009) Open/Download |
ହୀରକ ସ୍ମାରକୀ (୨୦୦୯) Hiraka Smaraki (2009) Open/Download |
ଭାରତର ବିଖ୍ୟାତ ବୈଜ୍ଞାନିକ, ୩ୟ ଭାଗ (୨୦୦୯) Bharatara Bikhyata Baigyanika, v.03 (2009) Open/Download |
ଭାରତର ବିଖ୍ୟାତ ବୈଜ୍ଞାନିକ, ୪ର୍ଥ ଭାଗ (୨୦୧୦) Bharatara Bikhyata Baigyanika, v.04 (2010) Open/Download |
ଭାରତର ବିଖ୍ୟାତ ବୈଜ୍ଞାନିକ, ୫ମ ଭାଗ (୨୦୧୧) Bharatara Bikhyata Baigyanika, v.05 (2011) Open/Download |
ପ୍ରାଚୀନ ଭାରତର ବିଜ୍ଞାନ ବିଭବ (୨୦୧୩) Prachina Bharatara Bigyana Bibhaba (2013) Open/Download |
ଆମ ପୃଥିବୀ (୨୦୧୪) Ama Pruthibi (2014) Open/Download |
ଗ୍ରନ୍ଥମାଳା ପରିଚିତି (୧୯୭୦) Granthamala Parichiti (1970) Open/Download |
ଦ୍ୱାବିଂଶ ବାର୍ଷିକ ସ୍ମରଣିକା (୧୯୭୨) Dwabinsa Barsika Smaranika (1972) Open/Download |
ବିଜ୍ଞାନ ପ୍ରଚାର ସଂସଦ, ସମ୍ବଲପୁର – Bigyan Prachar Sansad, Sambalpur | ||||
ବିଜ୍ଞାନ ସନ୍ଦର୍ଭ (୧୯୬୩) Bigyana Sandarva (1963) Open/Download |
ବିଜ୍ଞାନ ବର୍ତ୍ତିକା (୧୯୬୪) Bigyana Bartika (1964) Open/Download |
ଆମ ବାସସ୍ଥଳୀ ପୃଥିବୀ (୧୯୬୫) Ama Basasthali Pruthibi (1965) Open/Download |
||
ବିଜ୍ଞାନ ପ୍ରଚାର ସମିତି, ବୁର୍ଲା: Bigyan Prachar Samiti, Burla | ||||
ଭୟାବହ କର୍କଟ ରୋଗ (୧୯୮୦) Bhayabaha Karkata Roga (1980) Open/Download |
ଶକ୍ତି ସଂକଟ ସମାଧାନ (୧୯୮୩) Sakti Sankata Samadhana (1983) Open/Download |
ଆବର୍ଜନାରୁ ସମ୍ପଦ (୧୯୮୭) Abarjanaru Sampada (1987) Open/Download |
ପ୍ରଚଳିତ ପ୍ରଥାର ବୈଜ୍ଞାନିକ ସମୀକ୍ଷା (୧୯୯୧) Prachalita Prathara Baigyanika Samikhya (1991) Open/Download |
ପତ୍ରିକା: ବିଜ୍ଞାନାଲୋକ Journal: Bigyanaloka | ||||
ଭାଗ ୦୧ (୧୯୭୭-୭୮) Volume 01 (1977-78) Open/Download |
ଭାଗ ୦୨ (୧୯୭୮-୭୯) Volume 02 (1978-79) Open/Download |
ଭାଗ ୦୩ (୧୯୮୦) Volume 03 (1980) Open/Download |
ଭାଗ ୦୪ (୧୯୮୧) Volume 04 (1981) Open/Download |
ଭାଗ ୦୫ (୧୯୮୨) Volume 05 (1982) Open/Download |
ଭାଗ ୦୬ (୧୯୮୩) Volume 06 (1983) Open/Download |
ଭାଗ ୦୭ (୧୯୮୪) Volume 07 (1984) Open/Download |
ଭାଗ ୦୮ (୧୯୮୫) Volume 08 (1985) Open/Download |
ଭାଗ ୦୯ (୧୯୮୬) Volume 09 (1986) Open/Download |
ଭାଗ ୧୦ (୧୯୮୭) Volume 10 (1987) Open/Download |
ଭାଗ ୧୧ (୧୯୮୮) Volume 11 (1988) Open/Download |
ଭାଗ ୧୨ (୧୯୮୯) Volume 12 (1989) Open/Download |
ଭାଗ ୧୩ (୧୯୯୦) Volume 13 (1990) Open/Download |
ଭାଗ ୧୪ (୧୯୯୧) Volume 14 (1991) Open/Download |
ଭାଗ ୧୫ (୧୯୯୨) Volume 15 (1992) Open/Download |
ଭାଗ ୧୬ (୧୯୯୩) Volume 16 (1993) Open/Download |
ଭାଗ ୧୭ (୧୯୯୪) Volume 17 (1994) Open/Download |
ଭାଗ ୧୮ (୧୯୯୫) Volume 18 (1995) Open/Download |
ଭାଗ ୧୯ (୧୯୯୬) Volume 19 (1996) Open/Download |
ଭାଗ ୨୦ (୧୯୯୭) Volume 20 (1997) Open/Download |
ଭାଗ ୨୧ (୧୯୯୮) Volume 21 (1998) Open/Download |
ଭାଗ ୨୨ (୧୯୯୯) Volume 22 (1999) Open/Download |
ଭାଗ ୨୩ (୨୦୦୦) Volume 23 (2000) Open/Download |
ଭାଗ ୨୪ (୨୦୦୧) Volume 24 (2001) Open/Download |
ଭାଗ ୨୫ (୨୦୦୨) Volume 25 (2002) Open/Download |
ଭାଗ ୨୬ (୨୦୦୩) Volume 26 (2003) Open/Download |
ଭାଗ ୨୭ (୨୦୦୪) Volume 27 (2004) Open/Download |
ଭାଗ ୨୮ (୨୦୦୫) Volume 28 (2005) Open/Download |
ଭାଗ ୨୯ (୨୦୦୬) Volume 29 (2006) Open/Download |
ଭାଗ ୩୦ (୨୦୦୭) Volume 30 (2007) Open/Download |
ବିଜ୍ଞାନାଲୋକ (୨୦୧୧-୨୦୧୫) Bigyanaloka (2011-2015) Open/Download |
ବିଜ୍ଞାନାଲୋକ ସୂଚୀ – ସମୟ କ୍ରମ Bigyanaloka Index – Chronological |
ବିଜ୍ଞାନାଲୋକ ସୂଚୀ – ଲେଖକ କ୍ରମ Bigyanaloka Index – Authorwise |