ଚିତ୍ତରଞ୍ଜନ ଦାସ ସଂକଳନ
ଚିତ୍ତରଞ୍ଜନ ଦାସ (ଅକ୍ଟୋବର ୩, ୧୯୨୩ – ଜାନୁଆରି ୧୬, ୨୦୧୧) ସାରା ଓଡ଼ିଶାରେ ଚିତ୍ତଭାଇ ଭାବରେ ଜଣା। ଜଗତସିଂହପୁର ଜିଲ୍ଲା ବାଗଲପୁରରେ ତାଙ୍କର ଜନ୍ମ, ପିତା ଖୁସାଲି ଚରଣ ଓ ମା ହୀରାମଣି। ପାଞ୍ଚଭାଇ ଓ ତିନି ଭଉଣୀଙ୍କ ଭିତରେ ସେ ଥିଲେ ତୃତୀୟ। ଗାଁ ସ୍କୁଲରେ ଶିକ୍ଷା ସାରିବା ପରେ ସେ ପୁନଙ୍ଗ ସ୍କୁଲ, କଟକର ରାଣୀହାଟ ସ୍କୁଲ, ରେଭେନ୍ସା କଲିଜିଏଟ ସ୍କୁଲ, ରେଭେନ୍ସା କଲେଜରେ ପଢ଼ିଥିଲେ। ଏହା ପରେ ସେ ଶାନ୍ତିନିକେତନ ଏବଂ ପରେ ଡେନମାର୍କରେ ବିଦ୍ୟା ଲାଭ କରିଥିଲେ। ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ କଟକ ଓ ବାଙ୍ଗାଲୋର ଜେଲରେ ଅଢ଼େଇବର୍ଷ ବନ୍ଦୀ ରହିଥିଲେ।
୧୯୫୪ ମସିହାରେ ସେ ଓଡ଼ିଶା ଫେରିଆସିଥିଲେ। ସେହି ବର୍ଷ ସେ ଶ୍ରୀମତୀ ମାଳତୀ ଚୌଧୁରୀ ଏବଂ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଉଦ୍ୟମରେ ଚମ୍ପତ୍ତିମୁଣ୍ଡାଠାରେ ପ୍ରତିଷ୍ଠିତ ଜୀବନ ବିଦ୍ୟାଳୟରେ ଶିକ୍ଷକତା କଲେ, ପରେ ସେ ଏହାର ପ୍ରଧାନ ଶିକ୍ଷକ ହୋଇଥିଲେ। ଏହା ଏକ ଅଲଗା ପ୍ରକାରର ସ୍କୁଲ ଥିଲା। ତାହା ଥିଲା ଗାନ୍ଧିଜୀଙ୍କ ମୌଳିକ ଶିକ୍ଷାର ଏକ ପ୍ରୟୋଗଶାଳା। ଶିକ୍ଷାର୍ଥୀମାନଙ୍କୁ ସ୍ୱାଧୀନ ଭାବରେ ବଞ୍ଚିବା ଏବଂ ଜୀବନ ଗଢ଼ିବା ପାଇଁ ବାଟ ଦେଖାଇବାର ଚେଷ୍ଟା ଏଠାରେ କରାଯାଉଥିଲା। ସେଠାରେ ସେ ମାତ୍ର ଚାରିବର୍ଷ ରହିଥିଲେ। ଏହାପରେ ସେ ଆଗ୍ରା ଗଲେ ଓ ପରେ ୧୯୭୩ ମସିହାରେ ଭୁବନେଶ୍ୱରସ୍ଥ ପୂର୍ଣ୍ଣାଙ୍କ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କଲେ, କିନ୍ତୁ ସେଠାରେ ମଧ୍ୟ ସେ ଅଧିକ ସମୟ ରହି ନ ଥିଲେ।
ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅବଦାନ ବହୁତ ରହିଛି। ତାଙ୍କ ପାଇଁ ସମଗ୍ର ପୃଥିବୀ ଘର, ସବୁ ମଣିଷଙ୍କର ଗୋଟିଏ ଭାଷା ଓ ଗୋଟିଏ ବିଚାର। ସେ ଅନେକ ଭାଷା ଜାଣିଥିଲେ – ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା, କନ୍ନଡ଼, ଅହମୀୟା, ସଂସ୍କୃତ, ଡେନିସ୍, ଫିନିସ୍, ସ୍ପାନିସ୍, ଜର୍ମାନ, ଇଂରାଜୀ ଆଦି। ସେ ଦର୍ଶନ, ମନୋବିଜ୍ଞାନ, ମାନବବିଦ୍ୟା, ସମାଜବିଜ୍ଞାନ, ଧର୍ମଶାସ୍ତ୍ର, ତର୍କଶାସ୍ତ୍ର, ଭାଷା, ଗଣିତ, ଇତିହାସ, ଭୂଗୋଳ ଓ ସାହିତ୍ୟ ଆଦି ଅନେକ ବିଷୟରେ ଦକ୍ଷ ଥିଲେ। ଅନେକ ବିଷୟରେ ସେ ଦୁଇଶହରୁ ଅଧିକ ବହି ଲେଖିଛନ୍ତି ବା ଅନୁବାଦ କରିଛନ୍ତି। ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କର ରଚନା ସବୁର ଓଡ଼ିଆ ଅନୁବାଦ ତାଙ୍କର ଏକ ବିଶେଷ କୃତି।
ଧରିତ୍ରୀ, ପ୍ରଗତିବାଦୀ, ସମ୍ବାଦ, ସମାଜ ଆଦି ସମ୍ବାଦପତ୍ରର ସେ ଜଣେ ନିୟମିତ ସ୍ତମ୍ଭକାର ଥିଲେ। ଏସବୁ ଭିତରୁ ଅନେକଗୁଡ଼ିଏ ଲେଖା ସଂକଳିତ ହୋଇ ବହି ଆକାରରେ ପ୍ରକାଶ ପାଇଛି। ତାଙ୍କର ପ୍ରଥମ ପ୍ରକାଶିତ ଲେଖା ଥିଲା ମହାତ୍ମା ସକ୍ରେଟିସ୍। ରେଭେନ୍ସା କଲିଜିଏଟ ସ୍କୁଲର ପତ୍ରିକା ଛାତ୍ରବନ୍ଧୁରେ ୧୯୩୭ ମସିହାରେ ଏହା ପ୍ରକାଶ ପାଇଥିଲା।
ସେ ଦେଶ ଓ ବିଦେଶର ଅନେକ ଜାଗା ବୁଲି ଦେଖିଛନ୍ତି। ସେସବୁ ଅଞ୍ଚଳର ସାମାଜିକ, ରାଜନୀତିକ, ସାଂସ୍କୃତିକ ଜୀବନକୁ ବୁଝିବା ପାଇଁ ଚେଷ୍ଟା କରିଛନ୍ତି। ସେସବୁର ଅନୁଭୂତି ସବୁକୁ ଲେଖି ବହି ରୂପରେ ଛାଡ଼ିଯାଇଛନ୍ତି। ତାଙ୍କର ଅନୁବାଦ କୃତିର ପରିସର ଓ ପରିମାଣ ଅତି ବ୍ୟାପକ। ଅନୁବାଦ କରିବା ଆଗରୁ ସେ ଲେଖକଙ୍କ ମୂଳ ଭାଷାକୁ ପଢ଼ିଛନ୍ତି, ତାଙ୍କ ଦେଶ, ଜାତି ଓ ସଂସ୍କୃତିକୁ ବୁଝିଛନ୍ତି ଏବଂ ଶେଷରେ ବହିଟି ଅନୁବାଦ କରିଛନ୍ତି। ସେଥିପାଇଁ ଅନୁବାଦଗୁଡ଼ିକ ଯାନ୍ତ୍ରିକ ଓ ବିରକ୍ତିକର ନ ହୋଇ ସୁଖପାଠ୍ୟ ହୋଇପାରିଛି।
ସେ ପ୍ରତିଦିନ ସକାଳୁ ନିୟମିତ ଡାଏରୀ ଲେଖୁଥିଲେ। ଏଥିରେ ସେ ସେହି ମୁହୂର୍ତ୍ତର ଜୀବନ ଓ ଜଗତ ବିଷୟରେ ଅନୁଭବକୁ ଲେଖି ରଖନ୍ତି। ଏସବୁ ଅନୁଭୂତି ତାଙ୍କର ରୋହିତର ଡାଏରୀ ନାଁରେ କୋଡ଼ିଏରୁ ଅଧିକ ସଂଖ୍ୟାରେ ପ୍ରକାଶିତ। ଏତେ ବଡ଼ ଜଣେ ବିଦ୍ୟାନ ବ୍ୟକ୍ତି ଓ ଓଡ଼ିଆ ସାହିତ୍ୟ ଜଗତର ଜଣେ ଅମ୍ଳାନ ପ୍ରତିଭା ହୋଇଥିଲେ ମଧ୍ୟ ତାଙ୍କର ଜୀବନଶୈଳୀ ଅତ୍ୟନ୍ତ ସରଳ ଥିଲା। ମୋଟ ଉପରେ କହିଲେ ମଣିଷକୁ ଭଲ ପାଉଥିବା ମଣିଷଟିଏ ସେ ଥିଲେ।
(ଆଧାର: ସମ୍ବାଦ ସାହିତ୍ୟକୋଷ)
ଚିତ୍ତଭାଇଙ୍କର କିଛି ବହି ମିଳିପାରିନାହିଁ। କେହି ବନ୍ଧୁ ଯୋଗାଇଦେଲେ ତାହା ଏହି ସଂକଳନରେ ଯୋଡ଼ିଦିଆଯିବ।
ଏହି ସଂକଳନରେ ରହିଥିବା ୨୪୦ ବହିରୁ ୧୭୦ଟିର ସ୍କାନିଙ୍ଗ ନାସନାଲ୍ ଇନ୍ଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲା,ର ଓ.ଏ.ଓ.ବି. ପ୍ରକଳ୍ପ (oaob.nitrkl.ac.in) ମାଧ୍ୟମରେ କରାଯାଇଥିଲା। ସେଗୁଡ଼ିକର ମାର୍ଜିତ ରୂପ ଏଠାରେ ଦିଆଯାଇଛି। ମୂଳ pdf ଫାଇଲ୍ଗୁଡ଼ିକ ସେହି ୱେବ୍ସ୍ଥଳୀରୁ ମିଳିପାରିବ।
ଚିତ୍ତଭାଇଙ୍କ ବହିର ଛପା କପି ଭୁବନେଶ୍ୱରର ପଥିକ ପ୍ରକାଶନଠାରେ ମିଳିପାରିବ। ଯୋଗାଯୋଗ ପାଇଁ ଠିକଣା: ଭାଗ୍ୟଧର ସାହୁ, ଏଲ୍-୧୬୬, ଜିଜିପି କଲୋନୀ, ରସୁଲଗଡ଼, ଭୁବନେଶ୍ୱର-୭୫୧୦୧୦, ଓଡ଼ିଶା, ଭାରତ, ମୋ:9337085148, ଇମେଲ୍: bkmocac1968@gmail.com.
ସଂକଳନର ପ୍ରସ୍ତୁତିରେ ଅନେକ ଚିତ୍ତଭାଇ ପ୍ରେମୀଙ୍କର ଅବଦାନ ରହିଛି। ତେବେ ସେମାନଙ୍କ ଭିତରୁ ବହିଗୁଡ଼ିକ ସଂଗ୍ରହ କରିବାରେ ଏବଂ କାମରେ ସୃଜନିକା ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖିବାରେ ଭାରତ ଭୂଷଣ ମହାନ୍ତି, ରମାକାନ୍ତ ସ୍ୱାଇଁ ଓ ଆଶିଷ କୁମାର ମହାନ୍ତି ବିଶେଷ ଭୂମିକା ତୁଲାଇଛନ୍ତି।
ଚିତ୍ତରଞ୍ଜନ ଦାସ ସର୍ଜନା ସୂଚୀ – Chittaranajan Das Writings | ||||
ମୌଳିକ ରଚନା – Original Writing | ||||
ଗଦ୍ୟସାହିତ୍ୟ – Essay | ||||
ଏ ଗ୍ଲିମ୍ପସ୍ ଇନ୍ଟୁ ଓରିୟା ଲିଟରେଚର୍ (୧୯୮୨) A Glimpse Into Oriya Literature (1982) Download |
ଅଭୟଂ ଅମିତ୍ରାତ୍ (୨୦୦୦) Abhayam Amitrat (2000) Download |
ଅନାବନା ରଚନା (୧୯୯୮) Anabana Rachana (1998) Download |
ଅରମ୍ୟ ରଚନା (୧୯୮୫) Aramya Rachana (a985) Download |
ଆଉ ଏକ ଦୃଷ୍ଟିରେ (୧୯୯୦) Au Eka Drustire (1990) /Download |
ବଳରାମ ଦାସ (ଇଂ. ୧୯୮୨) Balaram Das (Eng. 1982) Download |
ବେନେଡିକ୍ଟ ସ୍ପିନୋଜା: ଜୀବନୀ ଓ ମୂଲ୍ୟାୟନ (୨୦୧୧) Benedict Spinoza: Jibani O Mulyayana (2011) Download |
ଭକ୍ତ ଚରଣ ଦାସ (ଇଂ, ୧୯୯୪) Bhakta Charan Das (Eng. 1994) Download |
ଭଲା ମାନୁଛି ଦେଖ (୨୦୦୨) Bhala Manuchhi Dekha (2002) Download |
ଭିନ୍ନ ଜଣେ ବିବେକାନନ୍ଦ (୧୯୯୫) Bhinna Jane Bibekananda (1995) Download |
ବିଦ୍ୟାବନ୍ତେ ଶୂନ (୨୦୦୬) Bidyabante Suna (2006) Download |
ବୀର ଯୋଦ୍ଧା କରି (୨୦୦୬) Bira Jodha Kari (2006) Download |
ବିଶ୍ୱକୁ ଗବାକ୍ଷ (୧୯୯୪) Biswaku Gabakhya (1994) Download |
ବ୍ରହ୍ମ ତାତିଲାଣି ପରା (୨୦୦୪) Brahma Tatilani Para (2004) Download |
ବ୍ୟକ୍ତି ଓ ବ୍ୟକ୍ତିତ୍ୱ (୨୦୧୦) Byakti O Byaktitwa (2010) Download |
ଚାହାର କାହାଣୀ (୨୦୦୭) Chahara Kahani (2007) Download |
ଚର୍ମ ଘାରିଛି ସିନା (୨୦୦୧) Charma Gharichhi Sina (2001) Download |
ଚେତନା ବଡ଼ ଅଡ଼ୁଆ (୨୦୦୭) Chetana Bada Adua (2007) Download |
ଚିଦ୍ବିସ୍ତାର (୨୦୦୧) Chidbistara (2001) Download |
ଦେଖୁଁ ଦେଖୁଁ କିବା ସହୁ (୨୦୦୨) Dekhun Dekhun Keba Sahu (2002) Download |
ଏଇ ମୋର ଦେଶ (୧୯୫୦, ୨୦୧୧ ନୂ.) Ei Mora Desa (1950, 2011 n.) Download |
ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ (୧୯୭୭, ୨୦୧୧ ନୂ.) Ekalabya Katha O Anyanya Prabandha (1977, 2011 n.) Download |
ଗାନ୍ଧୀ ଗୋପବନ୍ଧୁ (୧୯୭୮, ୨୦୦୦ ନୂ.) Gandhi Gopabandhu (1978, 2000 n.) Download |
ହସ କେତେ କାନ୍ଦ କେତେ (୨୦୦୦) Hasa Kete Kanda Kete (2000) Download |
ଈଶ୍ୱରଚନ୍ଦ୍ର (୨୦୦୬) Iswarachandra (2006) Download |
ଜଙ୍ଗଲ ଭିତରୁ ରାସ୍ତା (୨୦୦୯) Jangal Bhitaru Rasta (2009) Download |
ଜାତିରେ ମୁଁ ଯବନ (୨୦୦୬ ୩ୟ.) Jatire Mun Jabana (2006 3p.) Download |
ଝାଉଁଳି ନ ପଡ଼ କେହି (୨୦୦୫) Jhaunli Na Pada Kehi (2005) Download |
କାଳକୁ କଜ୍ଜ୍ୱଳ (୧୯୯୫) Kalaku Kajala (1995) Download |
କପି ତୁ କାହୁଁ ଅଇଲୁ (୨୦୦୫) Kapi Tu Kahun Ailu (2005) Download |
କେତେ ଦିଗନ୍ତ (୨୦୦୦, ୨ୟ.) Kete Diganta (2000 2p) Download |
ମା ନିଷାଦ (୧୯୭୭) Ma Nisada (1977) Download |
ମନକୁ ସ୍ତିରୀବେଶ କରି (୨୦୦୮) Manaku Stiribesa Kari (2008) Download |
ମାତୃଭବନ ପତ୍ର (୧୯୮୭) Matrubhabana Patra (1987) Download |
ନଖଦର୍ପଣେନ (୧୯୮୨) Nakhadarpanena (1982) Download |
ନେତା ଓ ନାରାୟଣ (୧୯୯୦) Neta O Narayana (1990) Download |
ଓ ଏବଂ ଇତ୍ୟାଦି (୨୦୦୬) O Eban Ityadi (2006) Download |
ଓଡ଼ିଆ ସାହିତ୍ୟର ଇତିହାସ (୧୯୯୩, ୨୦୦୩ ୨ୟ) Odia Sahityara Itihasa (1993, 2003 2p.) Download |
ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶଧାରା (୧୯୮୧, ୧୯୯୩ ୨ୟ) Odia Sahityara Sanskrutika Bikasadhara (1981, 1993 2p.) Download |
ଓଡ଼ିଶା ଓ ଓଡ଼ିଆ (୧୯୮୮) Odisha O Odia (1988) Download |
ପରମ କାନ୍ଦେ (୨୦୧୨) Parama Kande (2012) Download |
ପଶ୍ୟତି ଦିଶି ଦିଶି (୧୯୮୨) Pasyati Disi Disi (1982) Download |
ପ୍ରବନ୍ଧର ପୃଥିବୀ (୨୦୦୬) Prabandhara Pruthibi (2006) /Download |
ପ୍ରୀତିରୁ ହୁଡ଼ିଲେ ଭୀତି (୨୦୦୮) Pritiru Hudile Bhiti (2008) Download |
ରଚନାତ୍ମକ କର୍ମ ସ୍ୱରାଜ୍ୟ ଓ ସତ୍ୟାଗ୍ରହ (୧୯୯୬) Rachanatmaka Karma Swarajya O Satyagraha (1996) Download |
ରଜ୍ଜୁ ରଜ୍ଜୁ ଭୁଜଙ୍ଗ ଭୁଜଙ୍ଗ (୨୦୧୦) Rajju Rajju Bhujanga Bhujanga (2010) Download |
ସବା ମୂଳରେ ମଣିଷ (୧୯୯୭) Saba Mulare Manisa (1997) Download |
ସାଗରପଥ (୧୯୭୨, ୧୯୯୯ ୨ୟ) Sagarapatha (1972, 1999 2p.) Download |
ସାହିତ୍ୟ ଓ… (୧୯୮୯) Sahitya O… (1989) Download |
ସମାଜ, ପରିବର୍ତ୍ତନ ଓ ବିକାଶ (୧୯୬୬, ୨୦୦୪ ୨ୟ) Samaj, Paribarttana O Bikasa (1966, 20042p.) Download |
ସମ୍ପାଦକର ସ୍ତମ୍ଭ, ଭାଗ ୧ (୨୦୦୨) Sampadakara Stambha, v.01 (2002) Download |
ସମ୍ପାଦକର ସ୍ତମ୍ଭ, ଭାଗ ୨ (୨୦୦୧) Sampadakara Stambha, v.02 (2001) Download |
ସମ୍ପାଦକର ସ୍ତମ୍ଭ, ଭାଗ ୩ (୨୦୦୧) Sampadakara Stambha, v.03 (2001) Download |
ସମ୍ପାଦକର ସ୍ତମ୍ଭ, ଭାଗ ୪ (୨୦୦୫) Sampadakara Stambha, v.04 (2005) Download |
ସଂସ୍କୃତି ଓ ଓଡ଼ିଶା (୧୯୮୧) Sanskruti O Odisha (1981) Download |
ଶିକ୍ଷାରେ କ୍ରାନ୍ତିକାରୀ କ୍ରିଷ୍ଟେନ୍ କଲ୍ଲ୍ (୨୦୦୦, ୨୦୦୮ ୨ୟ) Sikhyare Krantikari Kristen Kold (2000, 2008 2p.) Download |
ଶୀଳା ଓ ଶାଳଗ୍ରାମ (୧୯୫୮) Sila O Salagrama (1958) Download |
ସୋପାନ ପରେ ସୋପାନ (୧୯୯୨) Sopana Pare Sopana (1992) Download |
ଶ୍ରମଶିବିରକୁ ଚିଠି (୨୦୧୧) Sramasibiraku Chithi (2011) Download |
ଶ୍ରୀ ନବକୃଷ୍ଣ ଚୌଧୁରୀ – ଏକ ଜୀବନୀ (୧୯୯୨) Sri Nabakrusna Choudhury – Eka Jibani (1992) Download |
ସୃହୁତ ପରମସୃହୁତ (୨୦୦୭) Sruhut Paramasruhut (2007) Download |
ଷ୍ଟଡିଜ୍ ଇନ୍ ମିଡିଏଭାଲ୍ ରିଲିଜିଅନ୍ ଆଣ୍ଡ ଲିଟରେଚର୍ ଅଫ୍ ଓରିଶା (୧୯୫୧) Studies In Medieval Religion And Literature of Orissa (1951) Download |
ତରଙ୍ଗ ଓ ତଡ଼ିତ (୧୯୭୫, ୨୦୦୦ ୨ୟ) Taranga O Tadit (1975, 20002p.) Download |
ତୀର୍ଥ ଦର୍ଶନ (୧୯୯୨) Tirtha Darsana (1992) Download |
|
ଦର୍ଶନ ଓ ଆଧ୍ୟାତ୍ମ ସାହିତ୍ୟ – Philosophy & Spiritual Writing | ||||
ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ (୧୯୯୭ ୨ୟ) Achyutananda O Panchasakha Dharma (1997 2p.) Download |
ଦେବ ମୂହୁର୍ତ୍ତ (୧୯୮୮) Deba Muhurta (1988) Download |
ଦିବ୍ୟ ମୂହୁର୍ତ୍ତ (୨୦୦୪ ନୂ.) Dibya Muhurta (2004 n.) Download |
ଦିବ୍ୟ ପ୍ରୟାସ (୨୦୦୬) Dibya Prayasa (2006) Download |
ଯୋଗ ସମନ୍ୱୟ ପ୍ରବେଶିକା (୨୦୧୦) Joga Samanwaya Prabesika (2010) Download |
ମହୀମଣ୍ଡଳର ଗୀତା (୨୦୦୪) Mahimandalara Gita (2004) Download |
ଓଡ଼ିଶାର ମହିମାଧର୍ମ (୧୯୫୨) Odishara Mahimadharma (1952) Download |
ପଥୀ… ବନ୍ଧୁପ (୨୦୧୨) Pathi… Bandhupa (2012) Download |
ପୂର୍ଣ୍ଣ ଏକତାର ଯୋଗ (୨୦୦୬) Purna Ekatara Joga (2006) Download |
ଶବ୍ଦଶତକ (୧୯୯୯, ୨୦୧୬ ନୂ.) Sabdasataka (1999, 2016 n.) Download |
ସନ୍ଥ (ଭକ୍ତି) ସାହିତ୍ୟ (୧୯୮୨) Santha (Bhakti) Sahitya (1982) Download |
ସତକୁ ସତ ମାଆ (୨୦୦୫) Sataku Sata Ma (2005) Download |
ଶୂକର ଓ ସକ୍ରେଟିସ୍ (୧୯୮୯, ୨୦୧୧ ନୂ.) Sukara O Sakretis (1989, 2011 n.) Download |
ସେ ପ୍ରସ୍ଥରୁ ଏ ପ୍ରସ୍ଥକୁ (୨୦୦୯) Se Prastharu E Prasthaku (2009) Download |
|
ଶିକ୍ଷା – Education | ||||
ବିଦେଶରେ ପିଲାଙ୍କ ଶିକ୍ଷା (୧୯୯୭) Bidesare Pilanka Sikhya (1997) Download |
ଜଙ୍ଗଲ ଚିଠି (୧୯୬୫, ୧୯୯୭ ୨ୟ) Jangal Chithi (1965, 1997 2p.) Download |
ଜୀବନ ବିଦ୍ୟାଳୟ (୧୯୬୦) Jibana Bidyalaya (1960) Download |
କ୍ଷ ରୁ ଅ (୨୦୦୫) Ksha’ru A (2005) Download |
ନୂଆ ଶିକ୍ଷା ନୂଆ ବିଶ୍ୱାସ, ଭାଗ ୧ (୧୯୮୭) Nua Sikhya Nua Biswasa, v.01 (1987) Download |
ନୂଆ ଶିକ୍ଷାର ଆହ୍ୱାନ (୧୯୮୯) Nua Sikhyara Ahwana (1989) Download |
ନୂଆ ଶିକ୍ଷାର ବିଶ୍ୱାସ (୨୦୦୪) Nua Sikhyara Biswasa (2004) Download |
ନୂତନ ଶିକ୍ଷାର ପଦ୍ଧତି (୧୯୯୦) Nutana Sikhyara Padhati (1990) Download |
ନୂତନ ଶିକ୍ଷାର ପ୍ରସ୍ତୁତି (୧୯୯୦) Nutana Sikhyara Prastuti (1990) Download |
ପୂର୍ଣ୍ଣାଙ୍ଗ ଶିକ୍ଷା (୨୦୦୩) Purnanga Sikhya (2003) Download |
ଶିକ୍ଷା ଓ ଚେତନା (୧୯୮୧) Sikhya O Chetana (1981) Download |
ଶିକ୍ଷାର ବିବେକ (୨୦୦୬) Sikhyara Bibeka (2006) Download |
ଶିକ୍ଷାରୁ ସଂକ୍ରମଣ (୧୯୯୨) Sikhyaru Sankramana (1992) Download |
||
ଆତ୍ମଜୀବନୀ – Autobiography | ||||
ମିତ୍ରସ୍ୟ ଚାକ୍ଷୁସ, ପ୍ରଥମ ସକାଳ (୧୯୯୩) Mitrasya Chakhyusa, Prathama Sakala (1993) Download |
ମିତ୍ରସ୍ୟ ଚାକ୍ଷୁସ, ଦ୍ୱିତୀୟ ସକାଳ (୧୯୯୩) Mitrasya Chakhyusa, Dwitiya Sakala (1993) Download |
ମିତ୍ରସ୍ୟ ଚାକ୍ଷୁସ, ସକାଳ ପରେ ସକାଳ (୧୯୯୮) Mitrasya Chakhyusa, Sakala Pare Sakala (1998) Download |
ରୋହିତର ଡାଏରୀ, ଭାଗ ୧ (୧୯୮୪) Rohitara Diary, v.01 (1994) Download |
ରୋହିତର ଡାଏରୀ, ଭାଗ ୧ (ଖଣ୍ଡ ୨) (୧୯୮୮) Rohitara Diary, v.01(part 2) (1988) Download |
ରୋହିତର ଡାଏରୀ, ଭାଗ ୨ (୧୯୮୪) Rohitara Diary, v.02 (1984) Download |
ରୋହିତର ଡାଏରୀ, ଭାଗ ୩ (୧୯୮୫) Rohitara Diary, v.03 (1985) Download |
ରୋହିତର ଡାଏରୀ, ଭାଗ ୪ (୧୯୮୬) Rohitara Diary, v.04 (1986) Download |
ରୋହିତର ଡାଏରୀ, ଭାଗ ୫ (୧୯୮୭) Rohitara Diary, v.05 (1987) Download |
ରୋହିତର ଡାଏରୀ, ଭାଗ ୬ (୧୯୮୮) Rohitara Diary, v.06 (1988) Download |
ରୋହିତର ଡାଏରୀ, ଭାଗ ୭ (୧୯୮୯) Rohitara Diary, v.07 (1989) Download |
ରୋହିତର ଡାଏରୀ, ଭାଗ ୮ (୧୯୯୦) Rohitara Diary, v.08 (1990) Download |
ରୋହିତର ଡାଏରୀ, ଭାଗ ୯ (୧୯୯୧) Rohitara Diary, v.09 (1991) Download |
ରୋହିତର ଡାଏରୀ, ଭାଗ ୧୦ (୧୯୯୧) Rohitara Diary, v.10 (1991) Download |
ରୋହିତର ଡାଏରୀ, ଭାଗ ୧୧ (୧୯୯୨) Rohitara Diary, v.11 (1992) Download |
ରୋହିତର ଡାଏରୀ, ଭାଗ ୧୨ (୧୯୯୨) Rohitara Diary, v.12 (1992) Download |
ରୋହିତର ଡାଏରୀ, ଭାଗ ୧୩ (୧୯୯୨) Rohitara Diary, v.13 (1992) Download |
ରୋହିତର ଡାଏରୀ, ଭାଗ ୧୪ (୧୯୯୪) Rohitara Diary, v.14 (1994) Download |
ରୋହିତର ଡାଏରୀ, ଭାଗ ୧୫ (୧୯୯୪) Rohitara Diary, v.15 (1994) Download |
ରୋହିତର ଡାଏରୀ, ଭାଗ ୧୬ (୧୯୯୫) Rohitara Diary, v.16 (1995) Download |
ରୋହିତର ଡାଏରୀ, ଭାଗ ୧୭ (୧୯୯୬) Rohitara Diary, v.17 (1996) Download |
ରୋହିତର ଡାଏରୀ, ଭାଗ ୧୮ (୧୯୯୭) Rohitara Diary, v.18 (1997) Download |
ରୋହିତର ଡାଏରୀ, ଭାଗ ୧୯ (୧୯୯୭) Rohitara Diary, v.19 (1997) Download |
ରୋହିତର ଡାଏରୀ, ଭାଗ ୨୦ (୧୯୯୭) Rohitara Diary, v.20 (1997) Download |
ରୋହିତର ଡାଏରୀ, ଭାଗ ୨୧ (୨୦୦୧) Rohitara Diary, v.21 (2001) Download |
ରୋହିତର ଡାଏରୀ, ଭାଗ ୨୨ (୨୦୦୭) Rohitara Diary, v.22 (2007) Download |
ରୋହିତର ଡାଏରୀ, ଭାଗ ୨୩ (୨୦୦୭) Rohitara Diary, v.23 (2007) Download |
|||
ଭ୍ରମଣ କାହାଣୀ ଓ ଅନ୍ୟାନ୍ୟ – Travelogue & Others | ||||
ଆମେରିକାରୁ ଆସିଲି (୨୦୦୦) Amerikaru Asili (2000) Download |
ଭାରତରୁ ଚୀନ (୧୯୮୮) Bharataru Chin (1988) Download |
ଡେନମାର୍କ ଚିଠି (୧୯୯୦) Denmark Chithi (1990) Download |
ଏରତେଜ ଇସ୍ରାଏଲ (୧୯୯୩) Ertej Israel (1993) Download |
ଗଞ୍ଜାମ ମାଳରେ ସାତଦିନ (୧୯୫୪) Ganjam Malare Satadina (1954) Download |
ଗଞ୍ଜାମ ମାଳରେ ସାତଦିନ (୨୦୧୮ ୩ୟ) Ganjam Malare Satadina (2018 3p.) Download |
ନେପାଳ ପଥେ (୧୯୯୯ ୨ୟ) Nepala Pathe (1999 2p.) Download |
ସାଗରଯାତ୍ରୀ (୧୯୫୫, ୨୦୦୫ ୩ୟ) Sagarajatri (1955, 2005 3p.) Download |
ଶିଳାତୀର୍ଥ (୧୯୯୧ ନୂ.) Silatirtha (1991 n.) Download |
ସୁନ୍ଦର ଦେଶ ଫିନଲାଣ୍ଡ (୨୦୧୩) Sundara Desa Finland (2013) Download |
ଚିତ୍ତରଞ୍ଜନ ଦାସ ଏବଂ ଶ୍ରୀନିବାସ ଉଦଗାତା (୨୦୦୪) Chittaranjan Das Ebam Srinibas Udgata (2004) Download |
ଦୁଇ ଅଧ୍ୟାୟ (କବିତା, ୧୯୪୮, ୨୦୧୭ ନୂ.) Dui Adhyaya (Poem, 1948, 2017 n.) Download |
ଏଶପ କାହାଣୀ (୧୯୮୯) Esap Kahani (1989) Download |
ଗଜପତି ସ୍ମାରକୀ ବକ୍ତୃତାମାଳା (୧୯୮୬) Gajapati Smaraki Baktrutamala (1986) Download |
ଗପ ଅଗପ (୧୯୯୭) Gapa Agapa (1997) Download |
ଗ୍ରନ୍ଥ ମନ୍ଥନ (୧୯୯୬) Grantha Manthana (1996) Download |
କେତେ ଦେଶର କଥା (୧୯୯୦) Kete Desara Katha (1990) Download |
ମଣିଷଙ୍କ ମଧ୍ୟରେ ମଣି (୨୦୧୩ ନୂ.) Manisanka Madhyare Mani (2013 n.) Download |
ମାର୍କୋପୋଲ (୧୯୭୭, ୧୯୯୨ ନୂ.) Markopolo (1977, 1992 n.) Download |
ନିକଟ ଦୂର (୨୦୧୧ ନୂ.) Nikata Dura (2011 n.) Download |
ପିଲାଙ୍କ ଆଖିରେ ପିଲାଙ୍କ ଅଧିକାର (୨୦୦୭ ୨ୟ) Pilanka Akhire Pilanka Adhikar (2007 2p.) Download |
ସତ୍ୟବ୍ରତର ସଂଶୟ (୧୯୮୯) Satyabratara Sansaya (1989) Download |
|||
ଅନୁବାଦ – Translation | ||||
ଗଦ୍ୟସାହିତ୍ୟ – Essay | ||||
ଆଜ୍ଞାପାଳନର ରାଜନୀତି (୨୦୦୬) Agyapalanara Rajaniti (2006) Download |
ବେନେଡିକ୍ଟ ସ୍ପିନୋଜା: ଆନ୍ ଆପ୍ରିସିଏସନ୍ (ଇଂ, ୨୦୦୯) Benedict Spinoza: An Appreciation (Eng, 2009) Download |
ବିଦ୍ରୋହୀ ଆତ୍ମା (୧୯୫୬, ୧୯୯୯ ୨ୟ) Bidrohi Atma (1956, 1999 2p.) Download |
ଛାତ୍ରଙ୍କ ପ୍ରତି ଗାନ୍ଧିଜୀ (୧୯୫୮, ୨୦୦୫ ୨ୟ) Chhatranka Prati Gandhiji (1958, 2005 2p.) Download |
ଗାନ୍ଧୀ ମାନସ (୧୯୯୪) Gandhi Mansa (1994) Download |
ଯତୀନ୍ଦ୍ର ମୋହନ ସେନଗୁପ୍ତ (୧୯୯୯) Jatindra Mohan Sengupta (1999) Download |
କେହି ଶୁଣିନାହାନ୍ତି Kehi Suninahanti Download |
ମହାମାନବ (୧୯୮୬) Mahamanaba (1986) Download |
ମୋ ଜାତିକୁ ଯିବାକୁ ଦିଅ (୨୦୦୫) Mo Jatiku Jibaku Dia (2005) Download |
ମୋ ଜୀବନ ମୋ ସାଧନା (୨୦୦୧ ୨ୟ) Mo Jibana Mo Sadhana (2001 2p.) Download |
ସମାଜ ଗବେଷଣାର ପଦ୍ଧତି (୧୯୭୮) Samaja Gabesanara Padhati (1978) Download |
ସମ୍ମାନର ସହିତ ବିକାଶ (୨୦୦୬) Sammanara Sahita Bikasa (2006) Download |
ସ୍ୱାଧୀନତା ଓ ତା’ ପରେ (୧୯୪୯, ୨୦୦୩ ନୂ.) Swadhinata O Ta Pare (1949, 2003 n.) Download |
ବିଦ୍ୟାଳୟରେ ମସ୍ତିଷ୍କ ନୁହେଁ ହୃଦୟ (୧୯୯୯) Bidyalayare Mastiska Nuhen Hrudaya (1999) Download |
ଜଣେ ଶିକ୍ଷକଙ୍କୁ ଚିଠି (୧୯୯୬) Jane Sikhyakaku Chithi (1996) Download |
ଲେଟର୍ସ୍ ଫ୍ରମ୍ ଏ ଫରେଷ୍ଟ ସ୍କୁଲ (୨୦୦୭, ୨୦୧୧ ୨ୟ) Letters From A Forest School (2007, 2011 2p.) Download |
ମୋ ହୃଦୟ ପିଲାଙ୍କ ପାଇଁ (୧୯୯୭) Mo Hrudaya Pilanka Pain (1997) Download |
ଶିକ୍ଷା ମନୁଷ୍ୟର ଧର୍ମ (୨୦୦୪) Sikhya Manusyara Dharma (2004) Download |
ନାରୀ ସମାଜ ପ୍ରତି (୧୯୪୬, ୨୦୦୮ ନୂ.) Nari Samaja Parati (1946, 2008 n.) Download |
ପୁରାତନ ପତ୍ରାବଳୀ (୧୯୯୯) Puratana Patrabali (1999) Download |
ରାମନାମ (୧୯୪୯, ୨୦୦୮ ନୂ.) Ramanama (1949, 2008 n.) Download |
ପୂର୍ଣ୍ଣାଙ୍ଗ ଶିକ୍ଷାର ଆଭିମୁଖ୍ୟ (୧୯୭୫) Purnanga Sikhyara Abhimukhya (1975) Download |
ମିଥ୍ୟା ବିରୋଧରେ ମଣିଷ (୨୦୦୮) Mithya Birodhare Manisa (2008) Download |
ଆନ୍ ଇନ୍ଭିଟେସନ୍ ଟୁ ବନ୍ ନିବାସ୍ (୧୯୮୫) An Invitation to Van Nivas (1985) Download |
ଶ୍ରୀ ଅରବିନ୍ଦ ଆଶ୍ରମ (୧୯୯୧) Sri Aurobindo Ashram (1991) Download |
ଦର୍ଶନ ଓ ଆଧ୍ୟାତ୍ମ ସାହିତ୍ୟ – Philosophy & Spiritual Writings | ||||
ଗୌତମ ବୁଦ୍ଧଙ୍କ ଅମର ବିଚାରଚୟ (୨୦୦୯) Goutam Budhanka Amara Bicharachaya (2009) Download |
ଦିବ୍ୟଜୀବନ, ଭାଗ ୧ (୧୯୭୨) Dibyajibana, v.01 (1972) Download |
ଦିବ୍ୟଜୀବନ, ଭାଗ ୨, ପ୍ରଥମ ଖଣ୍ଡ (୧୯୭୨) Dibyajibana, v.02, part 1 (1972) Download |
ଦିବ୍ୟଜୀବନ, ଭାଗ ୨, ଦ୍ୱିତୀୟ ଖଣ୍ଡ (୧୯୭୨) Dibyajibana, v.02, part 2 (1972) Download |
ଯାହା ସବୁ ସୁନିଶ୍ଚିତ Jaha Sabu Sunischita Download |
ଯୋଗ ସମନ୍ୱୟ ପୂର୍ବାର୍ଦ୍ଧ (୧୯୭୬) Joga Samanwaya Purbardha (1976) Download |
ଯୋଗ ସମନ୍ୱୟ ଉତ୍ତରାର୍ଦ୍ଧ (୧୯୭୬) Joga Samanwaya Uttarardha (1976) Download |
ମା (୧୯୮୪) Maa (1984) /Download |
ମାନବ ଏକତାର ଆଦର୍ଶ ଯୁଦ୍ଧ ଓ ଆତ୍ମନିୟନ୍ତ୍ରଣ (୨୦୦୩) Manaba Ekatara Adarsa Judha O Atmaniyantrana (2003) Download |
ମାନବ ଯୁଗଚକ୍ର (୧୯୭୩) Manaba Jugachakra (1973) Download |
ମାତୃରଚନାବଳୀ, ଭାଗ ୨ (୧୯୯୧) Matrurachanabali, v.02 (1991) Download |
ମାତୃରଚନାବଳୀ, ଭାଗ ୩ (୧୯୯୨) Matrurachanabali, v.03 (1992) Download |
ମାତୃଚରନାବଳୀ, ଭାଗ ୪ (୧୯୮୧) Matrurachanabali, v.04 (1981) Download |
ମାତୃଚରନାବଳୀ, ଭାଗ ୫ (୧୯୮୩) Matrurachanabali, v.05 (1983) Download |
ମାତୃଚରନାବଳୀ, ଭାଗ ୬ (୧୯୯୩) Matrurachanabali, v.06 (1993) Download |
ମାତୃଚରନାବଳୀ, ଭାଗ ୭ (୧୯୯୪) Matrurachanabali, v.07 (1994) Download |
ମାତୃଚରନାବଳୀ, ଭାଗ ୮ (୧୯୭୯) Matrurachanabali, v.08 (1979) Download |
ମାତୃଚରନାବଳୀ, ଭାଗ ୯ (୨୦୦୦) Matrurachanabali, v.09 (2000) Download |
ମାତୃଚରନାବଳୀ, ଭାଗ ୧୦ (୨୦୦୨) Matrurachanabali, v.10 (2002) Download |
ମାତୃଚରନାବଳୀ, ଭାଗ ୧୧ (୨୦୦୪) Matrurachanabali, v.11 (2004) Download |
ମାତୃଚରନାବଳୀ, ଭାଗ ୧୨ (୧୯୯୦) Matrurachanabali, v.12 (1990) Download |
ମାତୃଚରନାବଳୀ, ଭାଗ ୧୩ (୧୯୯୩) Matrurachanabali, v.13 (1993) Download |
ମାତୃବାଣୀ, ଭାଗ ୧୪ (୧୯୮୮) Matrubani, v.14 (1988) Download |
||
ମାତୃଚରନାବଳୀ, ଭାଗ ୧୫ (୧୯୯୦) Matrurachanabali, v.15 (1990) Download |
ମାତୃଚରନାବଳୀ, ଭାଗ ୧୬ (୨୦୧୦) Matrurachanabali, v.16 (2010) Download |
ମାତୃଚରନାବଳୀ, ଭାଗ ୧୭ (୨୦୧୫) Matrurachanabali, v.17 (2015) Download |
||
ଗଳ୍ପ, ଉପନ୍ୟାସ – Novel, Short stories | ||||
ଆହୁରି କାହାଣୀ (୨୦୦୩) Ahuri Kahani (2003) Download |
ଆଖ୍ୟାନମଞ୍ଜରୀ (୨୦୦୬) Akhyanamanjari (2006) Download |
ବିନୋଦିନୀ (୧୯୭୨, ୨୦୦୩ ୨ୟ) Binodini (1972, 2003 2p.) Download |
ଚାଲ ନାଟକ କରିବା (୧୯୭୨, ୧୯୯୨ ୨ୟ) Chala Nataka Kariba (1972, 1992 2p.) Download |
ଚାଷୀ (୧୯୯୭) Chasi (1997) Download |
ଡାକ୍ତର ଜିଭାଗୋ (୨୦୦୩) Daktar Jivago (2003) Download |
ଦି ଭଉଣୀ (୧୯୮୦ ୩ୟ) Di Bhauni (1980 3p.) Download |
ହିନ୍ଦୁ ଓ ବୌଦ୍ଧ ପ୍ରାଚୀନ କଥାମାଳା, ଭାଗ ୧, ୨ (୨୦୦୩) Hindu O Boudha Prachina Kathamala, v.01,02 (2003) Download |
ଯାତ୍ରାର ଶେଷ (୧୯୯୩) Jatrara Sesa (1993) Download |
ଯାତ୍ରୀ କାମନୀତ (୧୯୯୬) Jatri Kamanita (1996) Download |
ଯେବେ ସିଂହ ଉଡ଼ିପାରୁଥିଲା… (୧୯୯୩) Jebe Singha Udi Paruthila… (1993) Download |
କୁରାଳ (୧୯୭୮) Kural (1978) Download |
ପ୍ରଥମ ପ୍ରତିଶ୍ରୁତି (୧୯୮୩) Pratham Pratisruti (1983) Download |
ରବୀନ୍ଦ୍ର ଗଳ୍ପଚନୟ (୨୦୦୯ ୩ୟ) Rabindra Galpachayana (2009 3p.) Download |
ରବୀନ୍ଦ୍ର କତିପୟ (୨୦୦୯) Rabindra Katipaya (2009) Download |
ରୁଡିନ (୨୦୦୮) Rudin (2008) Download |
ରୁଷିଆ ଚିଠି (୧୯୫୧) Rusia Chithi (1951) Download |
ରାଜକୁମାର (୧୯୭୨, ୨୦୦୮ ୫ମ) Rajkumar (1972, 2008 5p.) Download |
ପିଲାଙ୍କ ଶ୍ରୀ ଅରବିନ୍ଦ (୧୯୭୫, ୨୦୧୫ ୩ୟ) Pilanka Sri Aurobindo (1975, 2015 3p.) Download |
ସମ୍ମୋହିନୀ (୧୯୫୯, ୨୦୧୧ ନୂ.) Sammohini (1959, 2011 n.) /Download |
ସୌଧସନ୍ଦେଶ (୨୦୦୧) Soudhasandesa (2011) Download |
ୟସନାୟା ପୋଲ୍ୟାନା (୨୦୦୪) Yasnaya Polyana (2004) Download |
|||
ସମ୍ପାଦନା – Editing | ||||
ଆମ ଗାଁ କାଶୀପୁର, ଭାଗ ୧ (୧୯୮୮) Ama Gan Kasipur, v.01 (1988) Download |
ଆମ ଗାଁ କାଶୀପୁର, ଭାଗ ୨ (୨୦୦୩, ୨୦୦୭ ୨ୟ) Ama Gan Kasipur, v.02 (2003, 2007 2p.) Download |
ଆନରସନ୍ଙ୍କ ଗପ (୧୯୮୯) Anarsannka Gapa (1989) Download |
ବିଶ୍ୱ ପରିକ୍ରମା, ଭାଗ ୧ (୨୦୦୫) Biswa Parikrama, v.01 (2005) Download |
ବିଶ୍ୱ ପରିକ୍ରମା, ଭାଗ ୨ (୨୦୦୯) Biswa Parikrama. v.02 (2009) Download |
ଗାନ୍ଧୀ ଆଣ୍ଡ ମଡର୍ଣ୍ଣ ଟାଇମ୍ସ୍ (୧୯୮୫) Gandhi And Modern Times (1985) Download |
ପିଲାଙ୍କ ଗପ (୧୯୮୦, ୧୯୯୦ ୩ୟ) Pilanka Gapa (1980, 1990 3p.) Download |
ରାଜନୀତିର ଭାରତ (୧୯୯୩) Rajanitira Bharata (1993) Download |
ତୁଳନାତ୍ମକ ସାହିତ୍ୟ (୧୯୮୪) Tulanatmaka Sahitya (1984) Download |
ଶ୍ରୀମଦ ଭାଗବତ ଗୀତା (୨୦୧୩) Srimad Bhagabat Gita (2013) Download |
ଚିତ୍ତଭାଇଙ୍କ ସମ୍ପର୍କରେ – On Chittabhai | ||||
ଏ ନିଉ ମର୍ଣ୍ଣିଂ ୱିଥ୍ ଚିତ୍ତରଞ୍ଜନ (ଇଂ, ୨୦୧୨) A New Morning with Chittaranjan (Eng. 2012) Download |
ଚିତ୍ତ ଦିଗନ୍ତ (୨୦୧୧) Chitta Diganta (2011) Download |
ଚିତ୍ତଭାଇଙ୍କ ଚିଠି, ଭାଗ ୧ (୨୦୧୬) Chittabhainka Chithi, v.01 (2016) Download |
ଚିତ୍ତଭାଇଙ୍କ ଚିଠି, ଭାଗ ୨ (୨୦୧୭) Chittabhainka Chithi, v.02 (2017) Download |
ଚିତ୍ତଭାଇଙ୍କ ଚିଠି, ଭାଗ ୩ (୨୦୧୭) Chittabhainka Chithi, v.03 (2017) Download |
ଚିତ୍ତଭାଇଙ୍କ ଚିଠି, ଭାଗ ୪ (୨୦୧୮) Chittabhainka Chithi, v.04 (2018) Download |
ଚିତ୍ତାୟନ (୨୦୦୪) Chittayana (2004) Download |
ପରାର୍ଥ ପଥିକ, ଭାଗ ୧ (୨୦୦୧) Parartha Pathika, v.01 (2001) Download |
ପରାର୍ଥ ପଥିକ, ଭାଗ ୨ (୨୦୦୨) Parartha Pathika, v.02 (2002) Download |
ପରାର୍ଥ ପଥିକ, ଭାଗ ୩ (୨୦୦୩) Parartha Pathika, v.03 (2003) Download |
ପରାର୍ଥ ପଥିକ, ଭାଗ ୪ (୨୦୦୪) Parartha Pathika, v.04 (2004) Download |
ପରାର୍ଥ ପଥିକ, ଭାଗ ୫ (୨୦୦୮) Parartha Pathika, v.05 (2008) Download |
ପରାର୍ଥ ପଥିକ, ଭାଗ ୬ (୨୦୧୯) Parartha Pathika, v.06 (2019) Download |
ସାହିତ୍ୟିକ ଚିତ୍ତରଞ୍ଜନ ଦାସ (୨୦୧୭) Sahityika Chittaranjan Das (2017) Download |
|
ସେମାନଙ୍କର ଚିଠି (୨୦୦୫) Semanankara Chithi (2005) Download |
ପତ୍ରରେ ଆଳାପ, ଭାଗ ୧ (୨୦୦୪) Patrare Alapa, v.01 (2004) Download |
ପତ୍ରରେ ଆଳାପ, ଭାଗ ୨ (୨୦୦୯) Patrare Alapa, v.02 (2009) Download |