ଜଗନ୍ନାଥ ପ୍ରସାଦ ଦାସ ସଂକଳନ
ଜଗନ୍ନାଥ ପ୍ରସାଦ ଦାସ (ଜନ୍ମ – ୧୯୩୬) ଭାରତର ଅନ୍ୟତମ ପ୍ରମୁଖ କବି, ଲେଖକ ତଥା କଳା ସମାଲୋଚକ। ସେ ଲେଖନ୍ତି ଓଡ଼ିଆରେ; କିନ୍ତୁ ତାଙ୍କର ପ୍ରାୟ ସମସ୍ତ କୃତି ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ। ତେଣୁ ସର୍ବଭାରତୀୟ କ୍ଷେତ୍ରରେ ସେ ଏକ ପରିଚିତ ସାରସ୍ୱତ ବ୍ୟକ୍ତିତ୍ୱ। ସାହିତ୍ୟ କୃତି ପାଇଁ ସେ ରାଜ୍ୟ ଓ ଦେଶର ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି।
ଓଡ଼ିଶାର ପଟଚିତ୍ର ଉପରେ ତାଙ୍କର ପଥିକୃତ ଗବେଷଣା ତାଙ୍କୁ ଜଣେ ଗବେଷକ ଭାବରେ ପ୍ରତିଷ୍ଠା ଆଣିଦେଇଛି – ତେବେ ବଡ଼ କଥା ହେଲା, ତାଙ୍କର ଗବେଷଣାର ପରିଣାମ ହୋଇଛି ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ପଟଚିତ୍ର – ବା ବ୍ୟାପକ ଅର୍ଥରେ – ଓଡ଼ିଶାର ପାରମ୍ପରିକ ଚିତ୍ରକଳାର ଆଦର ଓ ସ୍ୱୀକୃତି।
“ସାହିତ୍ୟ ଓ ଚିତ୍ରକଳାରେ ଗବେଷଣା ବ୍ୟତୀତ ସେ ନିଜେ ମଧ୍ୟ ଚିତ୍ରଶିଳ୍ପୀ। ଭାରତର ଶିଶୁ ଚଳଚ୍ଚିତ୍ରର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସୁବିଦିତ।“
“୧୯୮୪ରେ ଜଗନ୍ନାଥ ପ୍ରସାଦ ଭାରତୀୟ ପ୍ରଶାସନ ସେବା (ଆଇ.ଏ.ଏସ୍.)ରୁ ସ୍ୱେଚ୍ଛାରେ ଅବ୍ୟାହତି ନେଇ ନିଜର ସମସ୍ତ ସମୟ ଓ ଶକ୍ତି ସାହିତ୍ୟ, କଳା ତଥା ସାଂସ୍କୃତିକ କାର୍ଯ୍ୟରେ ନିୟୋଜିତ କରିଆସିଛନ୍ତି। କ୍ୱଚିତ୍ ବ୍ୟକ୍ତି ଏଭଳି କରିପାରିଛନ୍ତି ବୋଲି ମନେହୁଏ।“
(ଜଗନ୍ନାଥ ପ୍ରସାଦ: ବନ୍ଧୁତାର ଆସର, ସଂ. ଗଣେଶ୍ୱର ମିଶ୍ର)
ତଳ ସୂଚୀ ସାହାଯ୍ୟରେ ଜଗନ୍ନାଥ ପ୍ରସାଦ ଦାସଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ଜଗନ୍ନାଥ ପ୍ରସାଦ ଦାସ ସର୍ଜନା ସୂଚୀ | ||||
ମୌଳିକ ରଚନା: Original Writings | ||||
ଓଡ଼ିଆ – Odia | ||||
ଗଳ୍ପ – Short stories | ||||
ଭବନାଥ ଏବଂ ଅନ୍ୟମାନେ (୧୯୮୨) Dinacharjya Ebam Anyamane (1982) Download |
ଦିନଚର୍ଯ୍ୟା (୧୯୮୩) Dinacharjya (1983) Download |
ଆମେ ଯେଉଁମାନେ Ame Jeunmane Download |
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ (୨୦୦୯) Indradhanu, Akhi O Kabitara Dirgha Jibana (2009) Download |
ସାକ୍ଷାତକାର (୧୯୮୭) Sakhyatakara (1987) Download |
ପ୍ରିୟ ବିଦୂଷକ (୧୯୯୨) Priya Bidushaka (1992) Download |
ଶେଷ ପର୍ଯ୍ୟନ୍ତ (୧୯୯୫) Sesa Parjyanta (1995) Download |
ଛଅଟି ଝିଅ (୧୯୮୭) Chha’ti Jhia (1987) Download |
ଶ୍ରେଷ୍ଠ ଗଳ୍ପ (୨୦୧୪) Srestha Galpa (2014) Download |
|
କବିତା – Poem | ||||
ପ୍ରଥମ ପୁରୁଷ (୧୯୭୧) Pratham Purusha (1971) Download |
ଯେ ଯାହାର ନିର୍ଜନତା (୧୯୭୯) Je Jahara Nirjanata (1979) Download |
|
ଯାତ୍ରାର ପ୍ରଥମ ପାଦ (୧୯୮୮) Jatrara Prathama Pada (1988) Download |
ପ୍ରେମ କବିତା (୧୯୯୧) Prema Kabita (1991) Download |
ସ୍ଥିର ଚିତ୍ର (୧୯୯୧) Sthira Chitra (1991) Download |
ଶ୍ରେଷ୍ଠ କବିତା (୧୯୯୩) Srestha Kabita (1993) Download |
ଅସମୟ (୨୦୦୪) Asamaya (2004) Download |
ଅପରାପର (୨୦୧୭) Aparapara (2017) Download |
|
ନାଟକ, ଉପନ୍ୟାସ ଓ ଅନ୍ୟାନ୍ୟ – Plays, Novel and others | ||||
ସୂର୍ଯ୍ୟାସ୍ତ ପୂର୍ବରୁ (ନାଟକ, ୧୯୭୭) Surjyasta Purbaru (1977) Download |
ଦେଶ କାଳ ପାତ୍ର (ଉପନ୍ୟାସ, ୧୯୯୨, ୪ର୍ଥ ୨୦୧୧ ) Desha Kala Patra (Novel, 1992, 4e. 2011) Download |
ଆମ ଓଡ଼ିଆ ଆମର ଓଡ଼ିଶା (୨୦୧୫) Ama Odia, Amara Odisha (2015) Download |
ଆମ ଭାଷା ଆମ ସଂସ୍କୃତି (୨୦୧୭) Ama Bhasa Ama Sanskruti (2017) Download |
|
ଇଂରାଜୀ – English | ||||
ପୁରୀ ପେଣ୍ଟି୍ଂସ୍ (୧୯୮୨) Puri Paintings (1982) Download |
ଚିତ୍ର ପୋଥି (୧୯୮୫) Chitra-Pothi (1985) Download |
ପାମ୍ଲିଫ୍ ମିନିଏଚର୍ (୧୯୯୧) Palm-leaf Miniatures (1991) Download |
ଓରିୟା ସଟ୍ ଷ୍ଟୋରିଜ୍ (୧୯୮୩) Odia Short Stories (1983) Download |
ଫିଲ୍ମ୍ ଫର୍ ଚିଲ୍ଡ୍ରେନ୍ (୧୯୮୭) Films for Children (1987) Download |
କବିତା ୧୯୯୩ (୧୯୯୪) Kavita 93 (1994) Download |
ଗ୍ରୋୟିଂ ଆନ୍ ଇଣ୍ଡିଆନ୍ ଷ୍ଟାର୍ (୧୯୯୧) Growing An Indian Star (1991) Download |
ଅଣ୍ଡର୍ ଏ ସାଇଲେଣ୍ଟ୍ ସନ୍ (୧୯୯୨) Under A Silent Sun (1992) Download |
||
ଅଟମ୍ ମୁନ୍ (୧୯୯୯) Autumn Moon (1999) Download |
ରିଫ୍ଲେକ୍ସନ୍ସ୍ ଅନ୍ ଲିଟରେଚର୍ ଆଣ୍ଡ କଲ୍ଚର୍ (୨୦୦୯) Reflections on Literature and Culture (2009) Download |
କାଷ୍ଟ ଆଉଟ୍ (୨୦୦୮) Cast Out (2008) Download |
||
ଶିଶୁ ସାହିତ୍ୟ – Children’s Literature | ||||
ଅନାବନା (୨୦୦୮) Anabana (2008) Download |
ଆଳିମାଳିକା (୧୯୯୩) Alimalika (1993) Download |
ଆଳୁକୁଚି ମାଳୁକୁଚି (୨ୟ ୨୦୧୫) Alukuchi Malukuchi (2e. 2015) Download |
ଅ ଆ ଇ ଏବଂ କ ଖ ଗ (୨୦୦୩) A AA E Ebam Ka Kaha Ga (2003) Download |
ଆନମାନ (୨୦୧୬) Anamana (2016) Download |
ସଂଗ୍ରହ – Collection | ||||
ଜେ ପି ଓମ୍ନିବସ୍ (୨୦୧୨) JPDas Omnibus (2012) Download |
କମ୍ପ୍ଲିଟ୍ ପ୍ଲେଜ୍ (୨୦୧୨) Complete Plays (2012) Download |
ଜେ ପି ଦାସ ସିଲେକ୍ଟେଡ୍ ଷ୍ଟୋରିଜ୍ (୨୦୧୩) JPDas Selected Stories (2013) Download |
ଜେ ପି ଦାସ ସିଲେକ୍ଟେଡ୍ ପୋଏମ୍ସ୍ (୨୦୧୪) JPDas – Selected Poems (2014) Download |
|
ରଙ୍ଗଲିପି (୧୯୯୭) Rangalipi (1997) Download |
କବିତା ସମଗ୍ର (୨୦୧୧) Kabita Samagra (2011) Download |
ଗଳ୍ପ ସମଗ୍ର – କଥା ଯାତ୍ରା (୨୦୦୦) Galpa Samagra – Katha Jatra (2000) Download |
ସଚରାଚର (୨୦୨୦) Sacharachara (2020) Download |
|
ଅନୁବାଦ – Translation | ||||
ଇଂରାଜୀକୁ – To English | ||||
କବିତା – Poems | ||||
ଫାଷ୍ଟ ପର୍ସନ୍ (୧୯୭୬) First Person (1976) Download |
ଲଭ୍ ଇଜ୍ ଏ ସିଜନ୍ (୧୯୭୮) Love is a Season (1978) Download |
ଟାଇମ୍ସ୍କେପ୍ (୧୯୮୦) Timescapes (1980) Download |
ସାଇଲେନ୍ସ୍ (୧୯୮୯) Silences (1989) Download |
ଡାୟୁର୍ନାଲ୍ ରାଇଟ୍ସ୍ ଆଣ୍ଡ ଅଦର୍ ପୋଏମ୍ସ୍ (୧୯୯୪) Download |
ଦ ଅନ୍ରିଅଲ୍ ସିଟି ଆଣ୍ଡ ଅଦର୍ ପୋଏମ୍ସ୍ (୧୯୯୭) The Unreal City and Other Poems (1997) Download |
ଲଭ୍ଲାଇନ୍ (୨୦୦୧) Lovelines (2001) Download |
ଆଳିମାଳିକା (୨୦୦୪) Alimalika (2004) Download |
||
ଡାର୍କ ଟାଇମ୍ସ୍ (୨୦୦୫) Dark Times (2005) Download |
ଜେପିଦାସ ପୋଏମ୍ସ୍ (୨୦୦୪) JPDas Poems (2004) Download |
ନାନାସେନ୍ସ୍ (୨୦୧୪) Nanasense (2014) Download |
||
ଗଳ୍ପ – Short Stories | ||||
ଦ ମ୍ୟାଜିକ୍ ଡିଅର୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୮୩) The Magic Deer and Other Stories (1983) Download |
ଦ ଫୋର୍ବିଡନ୍ ଷ୍ଟ୍ରିଟ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୮୮) The Forbidden Street & Other Stories (1988) Download |
ସ୍ପାଇଡର୍ସ୍ ୱେବ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୯୦) Spider’s Web & Other Stories (1990) Download |
ଦ ପ୍ରୋଷ୍ଟିଚ୍ୟୁଟ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୯୫) The Prostitute & Other Stories (1995) Download |
ଦ ପକ୍କା ସାହିବ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୧) The Pukka Sahib & Other Stories (2001) Download |
ଜେପିଦାସ ଷ୍ଟୋରିଜ୍ (୨୦୦୩) JPDas Stories (2003) Download |
ଡିଅର୍ ଜେଷ୍ଟର୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୪) Dear Jester and Other Stories (2004) Download |
ଦ ୱିଲ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୭) The Will & Other Stories (2007) Download |
||
ନାଟକ ଓ ଉପନ୍ୟାସ – Plays and Novel | ||||
ବିଫୋର୍ ଦ ସନ୍ସେଟ୍ (୧୯୭୮) Before the Sunset (1978) Download |
ଟୁ ପ୍ଲେଜ୍ (୧୯୮୩) Two Plays (1983) Download |
ଦ ଅଣ୍ଡର୍ଡଗ୍ (୧୯୮୪) The Underdog (1984) Download |
ଆବ୍ସର୍ଡ ପ୍ଲେ (୧୯୮୯) Absurd Play (1989) Download |
ସୁନ୍ଦର ଦାସ (୧୯୯୪) Sundardas (1994) Download |
ମିସ୍ ଏକ୍ସ (୨୦୦୨) Miss X (2002) Download |
ଏ ଟାଇମ୍ ଏଲ୍ସ୍ ହ୍ୱେଆର୍ (୨୦୦୯) A Time Elsewhere (2009) Download |
କୁଲି (୧୯୮୯) Kuli (1989) Download |
||
ହିନ୍ଦୀକୁ – To Hindi | ||||
କବିତା – Poems | ||||
ପ୍ରଥମ ପୁରୁଷ Pratham Purush Download |
କବିତାଏଁ Kabitaen Download |
କଇ ତରହ କେ ଦିନ୍ (୧୯୮୧) Kai Tarah ke Din (1981) Download |
ଅପ୍ନା ଅପ୍ନା ଏକାନ୍ତ (୧୯୮୫) Apna Apna Ekant (1985) Download |
|
ଲୌଟତେ ସମୟ (୧୯୮୯) Laut’te Samaya (1989) Download |
ଶବ୍ଦଭେଦ୍ (୧୯୯୧) Sabdabhed (1991) Download |
ଆହ୍ନିକ୍ (୧୯୯୩) Ahnik (1993) Download |
ସ୍ଥିର ଚିତ୍ର (୧୯୯୩) Sthira Chitra (1993) Download |
|
ସଚରାଚର୍ (୧୯୯୫) Sacharachar (1995) Download |
ସ୍ମୃତିଓଁ କା ସହର୍ (୨୦୦୭) Smrution ka Sahar (2007) Download |
ପରିକ୍ରମା (୨୦୦୭) Parikrama (2007) Download |
ଗୁଜରାତ୍ କେ ବାଦ୍ (୨୦୧୪) Gujarat ke Bad (2014) Download |
|
ଗଳ୍ପ – Short stories | ||||
ମାୟାବୀ ହିରନ୍ (୧୯୮୩) Mayabi Hiran (1983) Download |
ସନ୍ନ୍ୟାସ୍ କା ରାସ୍ତା (୧୯୮୮) Sanyas ka Rasta (1988) Download |
ତିସ୍ରୀ ଦୁନିଆ (୧୯୮୫) Tisri Duniya (1985) Download |
||
ମକ୍ଡି କା ଜାଲ୍ (୧୯୯୦) Makdi ka Jala (1990) Download |
ପ୍ରିୟ ବିଦୂଷକ୍ (୨୦୦୩) Priya Bidushak (2003) Download |
ଉଡ଼ିଶା କି ଲୋକକଥାଏଁ Odisha ki Lok Kathaen Download |
||
ନାଟକ, ଉପନ୍ୟାସ ଓ ଅନ୍ୟାନ୍ୟ – Plays, Novel and others | ||||
ସବ୍ସେ ନୀଚେ କା ଆଦ୍ମୀ (୧୯୮୧) Sabse Niche ka Admi (1981) Download |
ଏକ୍ ଦୁଶ୍ରେ କେ ଲିୟେ (୧୯୮୬) Ek Dusre ke Liye (1986) Download |
ଅସଙ୍ଗତ୍ ନାଟକ୍ (୧୯୯୧) Asangat Natak (1991) Download |
ସୂର୍ୟାସ୍ତ୍ (୧୯୯୪) Surjyasta (1994) Download |
ସୁନ୍ଦର ଦାସ୍ (୧୯୯୭) Sundardas (1997) Download |
ଦେଶ୍ କାଲ୍ ପାତ୍ର (୨୦୦୫) Desh Kal Patra (2005) Download |
ଜେ. ପି. ଦାସ୍ ସଞ୍ଚୟନ୍ (୨୦୧୫) JP Das Sanchayan (2015) Download |
|||
ଅନ୍ୟ ଭାଷାକୁ – To Other language | ||||
ସୂର୍ୟାସ୍ତେର୍ ଆଗେ (ବଙ୍ଗଳା) Surjyasta Purbaru (Bengali) Download |
ସବ୍ ଶେଷେର୍ ମାନୁଷ୍ (ବଙ୍ଗଳା) Sab Seser Manus (Bengali) Download |
ସ୍ମୃତିର୍ ସହର୍ (ବଙ୍ଗଳା, ୨୦୦୨) Smrutira Sahara (Bengali, 2002) Download |
ପ୍ରଥମ ପୁରୁଷ୍ (ବଙ୍ଗଳା ୨୦୦୩) Pratham Purus (Bengali 2003) Download |
ଆହ୍ନିକ (ବଙ୍ଗଳା ୧୯୯୪) Anhik (Bengali 1994) Download |
ପରିକ୍ରମା (ବଙ୍ଗଳା ୨୦୧୮) Pariprama (Bengali 2018) Download |
ଆଥାନ୍ ଭେଲେ (ପଞ୍ଜାବୀ, ୧୯୭୯) Surjyasta Purbaru (Punjabi, 1979) Download |
ସୂର୍ଯ୍ୟାସ୍ତ ପୂର୍ବରୁ (କନ୍ନଡ, ୧୯୭୯) Surjyasta Purbaru (Kannada, 1979) Download |
ପର୍ଛାଇଓଁ କେ ଜୁଲୁସ୍ (ଉର୍ଦ୍ଦୁ,) Surjyasta Purbaru (Urdu) Download |
ଆହ୍ନିକ୍ (ଆସାମୀୟା, ୨୦୦୧) Ahnik (Assamese, 2001) Download |
ଜଗନ୍ନାଥ ପ୍ରସାଦଙ୍କ ସମ୍ପର୍କରେ – On Jagannath Prasad | ||||
ୱର୍ଡସ୍ ଅନ୍ କାନ୍ଭାସ୍ (୨୦୦୫) Words on Canvas (2005) Download |
ଭାରତୀୟତାର ଅନ୍ୱେଷୀ (୨୦୧୪) Bharatiyatara Anwesi (2014) Download |
ବନ୍ଧୁତାର ଆସର (୨୦୧୩) Bandhutara Asara (2013) Download |
ବହୁଧା (୨୦୧୫) Bahudha (2015) Download |
|
ସୃଜନ ଯାତ୍ରା (୨୦୧୦) Srujana Jatra (2010) Download |
ଏ କ୍ରିଏଟିଭ୍ ଜର୍ଣ୍ଣି (୨୦୧୫) A Creative Journey (2015) Download |
ମୁଖଶାଳା (୨୦୧୫) Mukhashala (2015) Download |
ପ୍ରିୟ ଜେପି (୨୦୧୧) Priya JePi (2011) Download |
ଜଣେ ଜେପି, ଅନେକ ଜୀବନ (୨୦୨୧) Jane JePi, Aneka Jibana (2021) Download |